ଅର୍ଦ୍ଧନଗ୍ନ ହେଲେ ଅଭିନେତ୍ରୀ, ବସିଲେ ରାସ୍ତାରେ

ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଫିଲ୍ମ ଜଗତରେ କାଷ୍ଟିଂ କାଉଚ । ଏହି ଅଭିଯୋଗ ଉଠିବା ଯଦିଓ ନୂଆ କଥା ନୁହେଁ ତଥାପି ଜଣେ ଅଭିନେତ୍ରୀ ଏହାର ଏକ ନିଆରା ପ୍ରତିବାଦ କରିବା ଘଟଣା ଏବେ ସବୁଠି ହଇଚଇ ସୃଷ୍ଟି କରିଛି । ଅର୍ଦ୍ଧନଗ୍ନ ଅବସ୍ଥାରେ ଅଭିନେତ୍ରୀ ଜଣକ ଫିଲ୍ମ କାର୍ଯ୍ୟାଳୟ ସମ୍ମୁଖରେ ବସିବା ଘଟଣା ତ’ ପୂରା ଫିଲ୍ମ ଜଗତର କଳାକାରନାମାକୁ ପଦାରେ ପକାଇଛି । କେମିତି ନୂଆ କରି ଆସୁଥିବା ଅଭିନେତ୍ରୀଙ୍କୁ ଶୋଷଣ କରାଯାଉଛି ତାହା ଜଣାଇବାକୁ … Continue reading ଅର୍ଦ୍ଧନଗ୍ନ ହେଲେ ଅଭିନେତ୍ରୀ, ବସିଲେ ରାସ୍ତାରେ