ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ । ଭଞ୍ଜନଗର ଡିଏଫଓ ବିଜୟ କେତନ ଆଚାର୍ଯ୍ୟଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ ଟିମ । ଏକକାଳୀନ ୫ଟି ସ୍ଥାନରେ ରେଡ ହୋଇଛି । ଢ଼େରଦିନ ହେବ ବିଜୟଙ୍କ ନାଁରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଅଚାନକ ଏହି ରେଡ କରିଛି ଭିଜିଲାନ୍ସ ଟିମ । ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ଟଙ୍କା, ବ୍ୟାଙ୍କ ପାସବୁକ … Continue reading ଭିଜିଲାନ୍ସ ଜାଲରେ ଫସିଲେ ଡିଏଫଓ
Copy and paste this URL into your WordPress site to embed
Copy and paste this code into your site to embed