୧୬ଦିନର ଶିଶୁକୁ ଉଠାଇନେଲା ମାଙ୍କଡ଼!

ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କଟକ ବାଙ୍କୀ ଥାନା ତାଳବନ୍ତା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଶୋଇଥିବା ଅବସ୍ଥାରେ ୧୬ଦିନର ଶିଶୁକୁ ଉଠାଇ ନେଇଛି ଏକ ମାଙ୍କଡ । ଗାଁ ଲୋକେ ବହୁ ଖୋଜାଖୋଜି କରିଥିଲେ ବି ଏଯାବତ ଶିଶୁକୁ ଉଦ୍ଧାର କରାଯାଇ ପାରରିନାହିଁ । ବନବିଭାଗ ପକ୍ଷରୁ ଏନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଟିମରେ ରହିଛନ୍ତିି ୩୦ରୁ ଅଧିକ ସଦସ୍ୟ । ମିଳିଥିବା ରିପୋର୍ଟ ଅନୁସାରେ, ସକାଳ ୬ଟାରେ ଏଭଳି ଘଟଣା … Continue reading ୧୬ଦିନର ଶିଶୁକୁ ଉଠାଇନେଲା ମାଙ୍କଡ଼!