ଚୌକି ଲାଗି ଚକ୍ରାନ୍ତ

ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଢ଼େରଦିନ ଘାଣ୍ଟି ହେବା ପରେ ଶେଷରେ ମିଳିଛି ସଫଳତା । ପର୍ଦ୍ଦାଫାସ ହୋଇଛି ପାଟଣାଗଡ଼ ପାର୍ସଲ ବୋମା ଘଟଣା । ଏକ ତରଫା ପ୍ରେମ କି’ ପୂର୍ବ ଶତ୍ରୁତା ନୁହେଁ ବରଂ ଏକ ଚୌକି ଲାଗି ଘଟିଥିଲା ଏହି ଲୋମ ଟାଙ୍କୁରା ଘଟଣା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଜଘନ୍ୟ କାଣ୍ଡ ଭିଆଇଛନ୍ତି ପୁଣି ଜଣେ ଇଂରାଜି ଅଧ୍ୟାପକ । ତାଙ୍କ ନାଁ ପୁଞ୍ଜିଲାଲ ମେହେର । କ୍ରାଇମବ୍ରାଞ୍ଚ ତାଙ୍କୁ ଅଟକ ରଖି … Continue reading ଚୌକି ଲାଗି ଚକ୍ରାନ୍ତ