ଏସଆଇଟି ଫୋକସରେ ବାଙ୍ଗାଲୁର, ସନ୍ଦିଗ୍ଧ ଯୁବତୀ ଦେଲେ ସୁରାକ

ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସମୟ ସିନା ଗଡି ଚାଲିଛି ହେଲେ ପ୍ରକୃତ ହତ୍ୟାକାରୀ ଧରାପଡୁନାହିଁ । ଏଣେ ମାମଲା ପୁଲିସ ପାଖରୁ ଯାଇ କ୍ରାଇମବ୍ରାଁଚରେ ପହଁଚିଛି । କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଲା? ପୂରା ଘଟଣା ପଛର ମାଷ୍ଟରମାଇଣ୍ଡ କିଏ ତାହାର ଏବେ ବି ଖୋଳତାଡ ଜାରି ରହିଛି । ସେପଟେ କିନ୍ତୁ ଅଟକ ରଖାଯାଇଥିବା ସନ୍ଦିଗ୍ଧ ଯୁବତୀଙ୍କଠାରୁ ମୃତ ସୌମ୍ୟଶେଖରଙ୍କ ସମ୍ପର୍କରେ ଜାଣିବାକୁ ଉଦ୍ୟମ ଜାରି ରଖିଛି ଏସଆଇଟି ଟିମ । ଗତକାଲି ଯୁବତୀଙ୍କୁ … Continue reading ଏସଆଇଟି ଫୋକସରେ ବାଙ୍ଗାଲୁର, ସନ୍ଦିଗ୍ଧ ଯୁବତୀ ଦେଲେ ସୁରାକ