ମତେ ନ୍ୟାୟ ଦରକାର: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ପରିବାର

ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସମୟ ପରେ ସମୟ ଗଡି ଚାଲିଛି । ତଦନ୍ତ ଜାରି ରହିଛି ବୋଲି ପୁଲିସ କହୁଛି । ହେଲେ ଅଭିଯୁକ୍ତ ଏଯାବତ ଧରାହେଲା ନାହିଁ । ତେଣୁ ଆଶା ମଉଳି ଯାଉଛି । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ଦାବି କରି ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ । ଆମେ କହୁଛୁ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ଘଟଣା ସମ୍ପର୍କରେ । ଯାହାର ତଦନ୍ତ ଦାୟିତ୍ୱ ଯଦିଓ ଏବେ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି … Continue reading ମତେ ନ୍ୟାୟ ଦରକାର: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ପରିବାର