ପାର୍ସଲ ବୋମା ବିସ୍ଫୋରଣ: ୧୦ଟି ଜାଗାରେ ୮ ମୋବାଇଲ ଟ୍ରାକ

ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆରମ୍ଭ ହେଲା ଜୋରଦାର ତଦନ୍ତ । କ୍ରାଇମବ୍ରାଞ୍ଚ ଟିମ ସାମିଲ ପରେ ଏବେ ଅଭିଯୁକ୍ତ ପାଖରେ ଶୀଘ୍ର ପହଁଚିବା ଲାଗି ପୁଲିସ ଜୀଜାନ ଲଗାଇ ଦେଇଛି । ରାଜ୍ୟ ବାହାରକୁ ଯାଇଥିବା ୪ଟି ଟିମ୍ ୧୦ ଟି ଜାଗାରେ ଖୋଳତାଡ ଚଳାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶେଖରଙ୍କ ଯୋଗାଯୋଗରେ ଥିବା ପ୍ରାୟ ୮ ଜଣଙ୍କ ମୋବାଇଲ ଫୋନକୁ ଏବେ ଟ୍ରାକ କରାଯାଇ ଥିବା ଜଣାପଡିଛି । ରାୟପୁରରେ ଥିବା ସ୍କାଏକିଙ୍ଗ୍ କୋରିୟର ସଂସ୍ଥାକୁ … Continue reading ପାର୍ସଲ ବୋମା ବିସ୍ଫୋରଣ: ୧୦ଟି ଜାଗାରେ ୮ ମୋବାଇଲ ଟ୍ରାକ