ବାଃ ବାଃରେ ବିଭାଗ : ଆଲୋକଙ୍କ ଉପରେ ଅମାବାସ୍ୟାର ଛିଟା

ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସେ ଏମିତି ଏକ ଅଫିସର ଥିଲେ ଯାହାଙ୍କ ନାଁ ଶୁଣୁଥିଲେ ଅପରାଧୀଙ୍କ ହୋସ ଉଡିଯାଉଥିଲା । ଖୁବ କମ ଦିନରେ ସେ ହାସଲ କରିଥିଲେ ଅନେକ ସଫଳତା । ହାଇପ୍ରୋଫାଇଲ ମର୍ଡର ହେଉ ଅବା କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଠାବ କରିବା । କୌଣସି ଗୋଟିଏ ଘଟଣାରେ ବି ପଛଘୁଁଚା ଦେଇନଥିଲେ ସେ । ଜୀବନକକୁ ବାଜି ଲଗାଇ ବିଚ ରାସ୍ତାରେ ଏନକାଉଁଟର କରି ପୂରା ପୁଲିସ ଡିପାର୍ଟମେଁଟରେ ସେ ହିରୋ ସାଜିଥିଲେ । … Continue reading ବାଃ ବାଃରେ ବିଭାଗ : ଆଲୋକଙ୍କ ଉପରେ ଅମାବାସ୍ୟାର ଛିଟା