କାହା ସ୍ୱାର୍ଥରେ ପ୍ରେସକ୍ଲବ

ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଜଣେ ସାମ୍ବାଦିକ ଦୁର୍ଘଟଣାର ଶିକାର ହେଉଛି । ମୃତ୍ୟୁସହ ସଂଗ୍ରାମ କରି ହସପିଟାଲର ଆଇସିୟୁରେ ଭର୍ତି ହେଉଛି । ଏମିତି ଏକ ଘଟଣା ସବୁ ସ୍ତରକୁ ଦୁଃଖ ପହଞ୍ଚାଇଥିବା ବେଳେ ସହାୟତାର ହାତ ବଢ଼ାଇବା ଲାଗି ସମସ୍ତେ ଆଗକୁ ମାଡି ଆସିଛନ୍ତି । ଯୁବ ସାମ୍ବାଦିକମାନେ ବି ନିଜ ପାରିବା ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି । ତେବେ ଏହାରି ଭିତରେ ସେମାନେ ଆଗେଇ ଆସିଛନ୍ତି ସହଯୋଗ କରିବା ଲାଗି ଯେଉଁମାନଙ୍କୁ ଆମେ ସର୍ବଦା ତାତ୍ସଲ୍ୟ … Continue reading କାହା ସ୍ୱାର୍ଥରେ ପ୍ରେସକ୍ଲବ