ଖଣି ମାଫିଆଙ୍କ ଟଙ୍କାରେ ବିଜୁ ଯୁବ ବାହିନୀକୁ ମୋବାଇଲ ଦେଉଛନ୍ତି ସରକାର:ବିଜେପି
ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଖଣି ଦୁର୍ନିୀତିରେ ସମ୍ପୃକ୍ତ ଥିବା ମାଲିକଙ୍କଠାରୁ ଚାନ୍ଦା ଆଦାୟ କରି ସରକାର ବିଜୁ ଯୁବ ବାହିନୀକୁ ମୋବାଇଲ ଯୋଗାଉଛନ୍ତି । ରାଜ୍ୟରେ ୩୧୪ ବ୍ଳକରେ ଯୁବ ବାହିନୀ କର୍ମୀଙ୍କୁ ବଣ୍ଟାଯାଇଛି ...