ଆର୍ମି କ୍ୟାପ୍ ପିନ୍ଧି ଟିମ୍ ଇଣ୍ଡିଆ ମ୍ୟାଚ ଖେଳିବାକୁ ନେଇ ପାକିସ୍ତାନର ଆପତ୍ତି, ଜାଣନ୍ତୁ କ’ଣ କହିଲା ଆଇସିସି
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ୱାନ୍ ଡେ ମ୍ୟାଚ୍ ରେ ଇଣ୍ଡିଆ ଟିମ୍ ଆର୍ମି କ୍ୟାପ୍ ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ଏନେଇ ଇଣ୍ଟରନାସନାଲ କ୍ରିକେଟ କାଂଉସିଲର ଦ୍ୱାରସ୍ଥ ହୋଇଛି ପାକିସ୍ତାନ ...