ଇନ୍ଦିରା ଗାନ୍ଧୀଙ୍କୁ ପାକ୍ ବିଭାଜନର ଶ୍ରେୟ ମିଳିପାରିବ, ବାଲାକୋଟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କାହିଁକ ନୁହେଁ: ରାଜନାଥ ସିଂ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ପାକିସ୍ତାନ ବିଭାଜନ ପାଇଁ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରେୟ ଦିଆଯାଇ ପାରିବ, ତେବେ ବାଲାକୋଟ ହମଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରେୟ କାହିଁକି ଦିଆଯିବ ନାହିଁ ...