WEATHER REPORT ଅସମ୍ଭାଳ ଗୁଳୁଗୁଳି, ୯ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ ATRNEWS BUREAU 31 May 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ଜାରି ରହିଛି ଗ୍ରୀଷ୍ମ ପ୍ରବାହକୁ ଅସହ୍ୟ ଗୁଳୁଗୁଳି । ଏହାକୁ ଦୃଷ୍ଟିରେ ରଖି କଡା ନିର୍ଦ୍ଦେଶ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଉତ୍ତର-ଦକ୍ଷୀଣ ଡିଭିଜନର ମୋଟ୍ ... Read More »
ODISHA ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ ATRNEWS BUREAU 31 May 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲି ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ । ୬ଟି ଲୋକସଭା ଓ ୪୨ ଟି ବିଧାନସଭା ଆସନରେ ହେବ ମତଦାନ । ଏହି ଶେଷ ପର୍ଯ୍ୟାୟରେ ରାଜ୍ୟର ସର୍ବାଧିକ ଭୋଟର ... Read More »
EDUCATION ଜୁନ୍ ପ୍ରଥମ ସପ୍ତାହରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ATRNEWS BUREAU 29 May 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜୁନ୍ ପ୍ରଥମ ସପ୍ତାହରୁ ଯୁକ୍ତ ତିନି ନାମ ଲେଖା ପାଇଁ କରିପାରିବେ ଆବେଦନ । ଅନଲାଇନ୍ ଜରିଆରେ ଜୁନ୍ ପ୍ରଥମ ସପ୍ତାହରୁ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଓଡିଶାର ସରକାରୀ ... Read More »
ODISHA ଏଣିକି ଭୁବନେଶ୍ୱରରୁ ସିଧା ମାଲେସିଆ ବିମାନ ଯାତ୍ରା ATRNEWS BUREAU 29 May 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ସିଧାସଳଖ ଭୁବନେଶ୍ୱରରୁ ମାଲେସିଆକୁ ବିମାନ ଯାତ୍ରା । ଗତକାଲି ରାତିରୁ କୁଆଲାଲମ୍ପୁରକୁ ବିମାନ ଯାତ୍ରା ଆରମ୍ଭ ହୋଇଛି । ଏୟାର ଇଣ୍ଡିଆ ବିମାନ ଗତକାଲି ୧୨.୫୦ ମିନିଟରେ ଭୁବନେଶ୍ୱର ... Read More »
RELIGION ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା ATRNEWS BUREAU 29 May 2024 ପୁରୀ (ଏଟିଆର): ଆଜି ଶ୍ରୀକ୍ଷେତ୍ରରେ ଭଉାଁର ଯାତ୍ରା । ଚନ୍ଦରଯାତ୍ରାର ବିଂଶ ଦିବସରେ ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ ଖୁବ୍ ଆଡମ୍ବରର ସହିତ ପାଳିତ ହୋଇଥାଏ । ଏହିଦିନ ଶ୍ରୀଜିଉମାନେ ପଟୁଆରରେ ବିଭିନ୍ନ ବାଦ୍ୟ , ... Read More »
ODISHA ହିଟ୍ ୱେଭ ପାଇଁ ଆଜି ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ATRNEWS BUREAU 29 May 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ଜାରି ହୋଇଛି ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ଯୋଗୁଁ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ରାଜ୍ୟରେ ତାପମାତ୍ରା ... Read More »
NATIONAL NEWS ଶେଷ ପର୍ଯ୍ୟାୟ ନିର୍ବାଚନ, ଆଜି ଓଡିଶାର ୩ ଟି ସ୍ଥାନରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି ATRNEWS BUREAU 29 May 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାରେ ବାକି ରହିଛି ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ନିର୍ବାଚନ । ଏନେଇ ପ୍ରଚାର ଜୋରସୋରରେ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶାର ୩ଟି ସ୍ଥାନରେ ... Read More »
WEATHER REPORT ଆଗାମୀ ୪ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ ATRNEWS BUREAU 28 May 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପୂର୍ବରୁ ଆଇଏମଡି ର ପୂର୍ବାନୁମାନ ରିପୋର୍ଟ । ଚଳିତବର୍ଷ ସ୍ୱାଭାବିକଠୁ ହେବ ଅଧିକ ବର୍ଷା । ଜୁନ୍ ରୁ ସେପ୍ଟମ୍ବର ଯାଏଁ ... Read More »
ODISHA ରାଜ୍ୟରେ ଆଜିଠୁ ପୁଣି ବଢିବ ତାପମାତ୍ରା ATRNEWS BUREAU 28 May 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆଜିଠୁ ପୁଣି ତାପମାତ୍ରା ଉପରମୁହାଁ ହେବ । ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ପାଣିପାଗ ... Read More »