ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଇତିହାସ ରଚିଲା ଭାରତ । ଘାଇଲା ହେଲା ହଂକଂ । ଗୋଟିଏ ମ୍ୟାଚରେ ୨୬ ଟି ଗୋଲ ଦେଇ ୮୬ ବର୍ଷର ରେକର୍ଡ ଭାଙ୍ଗିଲା ଭାରତ । ଏସିଆନ ଗେମ ରେ ଭାରତର ଚମକ୍ରାର ପ୍ରଦର୍ଶନ । ବୁଧବାର ହୋଇଥିବା ପୁଲ ମ୍ୟାଚରେ ଭାରତ ୨୬-୦ ଗୋଲରେ ହଂକଂ କୁ ହରାଇ ଇତିହାସ ରଚିଛି । । ଏହା ଏସିଆନ ଗେମ୍ସରେ ଭାରତର ସବୁଠୁ ବଡ ବିଜୟ । ଏହି ମ୍ୟାଚରେ ଭାରତର ୯ ଜଣରୁ ଅଧିକ ଖେଳାଳି ଗୋଲ କରିବାକୁ ସକ୍ଷମ ହୋଇଥିଲେ । ଏହା ପୁର୍ବରୁ ଭାରତ ୧୯୩୨ ମସିହା ଅଲମ୍ପିକ୍ସରେ ଆମେରିକାକୁ ୨୪-୧ ହରାଇଥିଲା । ତେବେ ୮୬ ବର୍ଷ ପରେ ଭାରତ କୁ ଏପରି ସଫଳତା ମିଳିପାରିଛି । ଏହି ବିଜୟ ସହ ଭାରତ ନିଜ ଗ୍ରଫର ଶୀର୍ଷରେ ପହଞ୍ଚିଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024