ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଦମ ଦେଖାଇଲେ ଓଡିଆ ଝିଅ । ୨୦୦ ମିଟର ଦୌଡର ଫାଇନାଲ ରେ ଓଡିଆ ଝିଅ ଦୂତି ଚାନ୍ଦ । ଭାରତକୁ ଦେଲେ ଆଉ ଏକ ପଦକ ଆଶା । ୨୦୦ ମିଟର ଦୂରତାକୁ ପୂରଣ କରିବାକୁ ୨୩ ସେକେଣ୍ଡ ସମୟ ନେଲେ ଦୂତି । ୧୦୦ ମିଟର ଦୌଡରେ ନିଜର ପରାକାଷ୍ଟା ଦେଖାଇବା ପରେ ଏବେ ୨୦୦ ମିଟର ରେସରେ ନିଜକୁ ବାଜି ଲଗାଇଲେ ଦୂତି । ୧୦୦ ମିଟର ରେସରେ ରୌପ୍ୟ ପଦକ ଜିତି ଓଡିଶା ପାଇଁ ଗୌରବ ଆଣିଥିବା ଦୂତି ଆଗରେ ଏବେ ୨୦୦ ମିଟର ଫାଇନାଲ ରହିଛି । ଏଥିପାଇଁ ସମସ୍ଥ ଓଡିଶାବାସୀ ଦୂତିଙ୍କୁ ଶୁଭେଚ୍ଛା ସହ ତାଙ୍କ ବିଜୟ ପାଇଁ ପାର୍ଥନା ମଧ୍ୟ କରୁଛନ୍ତି । ତେବେ ଭାରତକୁ ଆଉ ଏକ ପଦକ ଆସିବାର ଆସଙ୍କା ଏବେ ସତ ହେବାକୁ ଯାଉଛି ।
JUST IN
-
ଆଗାମୀ ୪ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ | 28 May 2024
-
ରାଜ୍ୟରେ ଆଜିଠୁ ପୁଣି ବଢିବ ତାପମାତ୍ରା | 28 May 2024
-
ମାଟ୍ରିକ ରେଜଲ୍ଟ ରିଚେକିଂ ପାଇଁ ଏହି ତାରିଖରୁ କରିପାରିବେ ଆବେଦନ | 26 May 2024
-
ମାଟ୍ରିକ ରେଜଲ୍ଟ ପ୍ରକାଶ | 26 May 2024
-
ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ | 23 May 2024
-
ଭୁବନେଶ୍ୱରରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ | 22 May 2024
-
ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନୃସିଂହ ଦେବଙ୍କ ଜନ୍ମ ବିଧି | 22 May 2024
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024