ଶ୍ରୀନଗର (ଏଟିଆର ବ୍ୟୁରୋ ) ; ଆତଙ୍କବାଦୀ ଆକ୍ରମଣରେ ନ୍ୟାସନାଲ କନଫରେନ୍ସ୍ର ପାର୍ଟିର ଦୁଇଜଣ କର୍ମୀ ଶୁକ୍ରବାର ଦିନ ଶ୍ରୀନଗର ଠାରେ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ବାଦ ଦେଇ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ କିଛି ଆତଙ୍କବାଦୀ ଶୁକ୍ରବାର ସକାଳ ସମୟରେ ନାସନାଲ କନଫରେନ୍ସ୍ରର କର୍ମୀମାନଙ୍କ ଉପରେ କାର୍ଫାଲି ମୋହଲା ଠାରେ ଅନ୍ଧାଧୁନ ଗୁଳି ଚାଳନା କରିଥିଲେ ।
ଉପରୋକ୍ତ ଘଟଣାକୁୁ ଦୃଷ୍ଟିରେ ରଖି ନ୍ୟାସନାଲ କନଫରେନ୍ସ ପାର୍ଟି ଏବଂ ପିପୁଲ୍ସ ଡ଼େମୋକ୍ରାଟିକ ପାର୍ଟି ତରଫରୁ ଅକ୍ଟୋବର, ନଭେମ୍ବର ଏବଂ ଡ଼ିସେମ୍ବରରେ ହେବାକୁ ଥିବା ମ୍ୟୁନିସିପାଲ ଏବଂ ପଂଚାୟତ ନିର୍ବାଚନକୁ ବର୍ଜନ କରାଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024