କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଆୟ ବର୍ହିଭୁତ ସମ୍ପତ୍ତି ରଖି ଭିଜିଲାନ୍ସ ଜାଲରେ ଫସିଛନ୍ତି ଶିକ୍ଷକ । କେନ୍ଦ୍ରାପଡା ଜିଲ୍ଲା ଜମପଡା ହାଇସ୍କୁଲର ଶିକ୍ଷକ ରଞ୍ଜନ ନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଜମପଡା ପୈତୃକ ଘର ସମେତ ୪ଟି ସ୍ଥାନରେ ରେଡ କରାଯାଇଛି । ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କେତେ ସମ୍ପତ୍ତି ଠୁଳ ହୋଇଛି ତାହା ଜଣା ପଡିନାହିଁ ।
ସ୍ୱଳ୍ପ ବେତନ ଧାରୀ ଶିକ୍ଷକ ହୋଇଥିଲେ ମଧ୍ୟ ରଞ୍ଜନଙ୍କ ପାଖରେ ବହୁ ପରିମାଣର ଜମି ଏବଂ ଟଙ୍କା ଥିବା ଭିଜିଲାନ୍ସ ବିଶେଷ ସୂତ୍ରରୁ ଜାଣିଥିଲେ । ଏକ ସ୍ୱତନ୍ତ୍ର ଟିମ ହଠାତ ଆସି ଚଢ଼ାଉ କରିଥିବା ସୂଚନା ମିଳିଛି । ଚଢ଼ାଉବେଳେ ଘର କାଗଜପତ୍ର, ଜମି ପଟ୍ଟା, ଘରେଥିବା ଟଙ୍କା ଏବଂ ସୁନା ଗହଣାକୁ ଯାଞ୍ଚ କରୁଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024