ଭୁବନେଶ୍ୱର (ଏଟିଆର ବ୍ୟୁରୋ) : କିଛି ଦିନ ହେଲା ସାରା ଦେଶ ସହିତ ଓଡଶାରେ ଲାଗି ରହିଛି ନିର୍ବାଚନ ତାତି । ଆରୋପ ପ୍ରତ୍ୟାରୋପ ଟଣା ଓଟରା ଲାଗି ରହିଛି । ପ୍ରତ୍ୟକ ଦଳର ପ୍ରାର୍ଥୀ ଜନତାଙ୍କ ମତଦାନ ନିଜ ସପକ୍ଷରେ ନେବାକୁ କରିଚାଲିଛନ୍ତି ଦିନ ରାତି କଷରତ । ସେହିଭଳି ଜନତା ମଧ୍ୟ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ନିଜର ମୂଲ୍ୟବାନ ମତ ଦେବାକୁ ଅପେକ୍ଷା କରି ରହିଛନ୍ତି ।
ଆଜି ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ଆଗକୁ ମତଦାନ ପାଇଁ ରହିଛି ଆଉ ତିନୋଟି ପର୍ଯ୍ୟାୟ । ଆଜି ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଜିଲ୍ଲାର ୪ ଟି ଲୋକସଭା ଓ ୨୮ ଟି ବିଧାନସଭା ପାଇଁ ଭୋଟର ମାନେ ସେମାନଙ୍କ ମତଦାନ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଓଡିଶାର କେଉଁ ତାରିଖରେ କେଉଁଠି ଭୋଟ ?
-ପ୍ରଥମ ପର୍ଯ୍ୟାୟ ( ଅପ୍ରେଲ- ୧୧)
୪ ଟି ଲୋକସଭା ଓ ୨୮ ଟି ବିଧାନସଭା
ଲୋକସଭା- କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ
କଳାହାଣ୍ଡି ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ନୂଆପଡା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା, ନର୍ଲା
ନବରଙ୍ଗପୁର ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁ ଗାଁ, କୋଟପାଡ, ମାଲକାନଗିରି, ଚିତ୍ରକୋଣ୍ଡା
ବ୍ରହ୍ମପୁର ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଚିକିଟି, ଦିଗପହଣ୍ଡି,ମୋହନା, ପାରଳାଖେମୁଣ୍ଡି
କୋରାପୁଟ ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ଗୁଣୁପୁର, ବିଷମକଟକ, ରାୟଗଡା, ଳକ୍ଷ୍ମୀପୁର, ପଟାଙ୍ଗି କୋରାପୁଟ, ଜୟପୁର
ଦ୍ୱିତୀୟ ପର୍ଯ୍ୟାୟ ( ଅପ୍ରେଲ ୧୮ )
୫ ଲୋକସଭା ଓ ୩୫ ବିଧାନସଭା
ଲୋକସଭା- ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା
ବରଗଡ ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ପଦ୍ମପୁର, ବିଜେପୁର, ବରଗଡ, ଅତାବିରା, ଭାଟିଲି, ବ୍ରଜରାଜନଗର, ଝାରସୁଗୁଡା
ସୁନ୍ଦରଗଡ ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ସୁନ୍ଦରଗଡ, ତଲସରା, ରାଜଗାଙ୍ଗପୁର, ବିରମିତ୍ରପୁର, ରାଉରକେଲା, ରଘୂନାଥପାଲୀ, ବଣାଇ
ବଲାଙ୍ଗୀର ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ବିରମହାରାଜପୁର, ସୋନପୁର, କେସିଙ୍ଗା, ପାଟଣାଗଡ, ବଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଞ୍ଝି
କନ୍ଧମାଳ ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ବଶଳିଗୁଡା, ଜି ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ,ଦଶପଲ୍ଲା, ଭଞ୍ଜନଗର
ଆସ୍କା ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ଆସ୍କା, ହିଞ୍ଜିଳି, କବିସୁର୍ଯ୍ୟନଗର, ଖଲିକୋଟ,ପୋଲସରା, ସାନଖେମୁଣ୍ଡି, ସୁରଦା
ତୃତୀୟ ପର୍ଯ୍ୟାୟ ( ଅପ୍ରେଲ ୨୩)
୬ ଲୋକସଭା ଓ ୪୨ ବିଧାନସଭା
ଲୋକସଭା– ସମ୍ଭଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର
ସମ୍ବଲପୁର ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
କୁଚିନ୍ଦା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେଓଗଡ, ଛେଣ୍ଡିପଦା, ଆଠମଲ୍ଲିକ
କେଉଁଝର ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ତେଲକୋଇ, ଘଷିପୁର।, ଆନନ୍ଦପୁର, ପ।ଟନା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ
ଢେଙ୍କାନାଳ ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ଢେଙ୍କାନାଳ, କାମାକ୍ଷାନଗର, ହିନ୍ଦୋଳ, ଅନୁଗୁଳ, ପାଲଡା
କଟକ ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ବଡମ୍ବା, ବାଙ୍କି, ଆଠଗଡ, ବାରବାଟି- କଟକ, ଚୌଦ୍ୱାର- କଟକ, କଟକ ସଦର, ଖଣ୍ଡପଡା
ପୁରୀ ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ
ଭୁବନେଶ୍ୱର ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣି, ବେଗୁନିଆ, ଖୋର୍ଧା
ଚତୁର୍ଥ ପର୍ଯ୍ୟାୟ ( ଅପ୍ରେଲ ୨୯)
୬ ଲୋକସଭା ଓ ୪୨ ବିଧାନସଭା
ଲୋକସଭା- ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର
ମୟୁରଭଞ୍ଜ ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ଜସିପୁର, ସରାଷକଣା, ରାଇରଙ୍ଗପୁର, ବାଙ୍ଗିରପୋଷି, ଉଦଳା, ବାରିପଦା, ମୋରଡା
ବାଲେଶ୍ୱର ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ବଡସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା,ନୀଳଗିରି
ଭଦ୍ରକ ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ସୋର, ସିମୁଳିଆ, ଭଣ୍ଡାରିପୋଖରି, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି
ଯାଜପୁର ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ବିଞ୍ଝାରପୁର, ବରି, ବଡଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା
କେନ୍ଦ୍ରାପଡା ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ସାଲେପୁର, ମାହାଙ୍ଗା,ପାଟକୁରା, କେନ୍ଦ୍ରାପଡା, ଆଳି, ରାଜଗାଙ୍ଗପୁର, ମହାକାଳପଡା
ଜଗତସିଂହପୁର ଲୋକସଭା ମଧ୍ୟରେ ଥିବା ବିଧାନସଭା ଆସନ-
ନିଆଳି, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡା