ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗୋଟିଏ ପରେ ଗୋଟିଏ ଆସନର ଫଳାଫଳ ଆସିବାରେ ଲାଗିଛି । ବିଜେଡି ଧିରେ ଧିରେ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ଲାଗିଛି । କେତେକ ବଡ ନେତାଙ୍କ ମୁଣ୍ଡ ମଧ୍ୟ ଗଢ଼ିଯାଇଛି । ତେବେ ନଜର ପକାନ୍ତୁ କେଉଁ ଆସନରେ କିଏ ବିଜୟୀ ହୋଇଛନ୍ତି ।
୧.ଜଟଣୀ-ସୁର ରାଉତ ରାୟ (କଂଗ୍ରେସ)
୨.ସୁଦାମ ମାରାଣ୍ଡି-ବାରିଙ୍ଗପୋଷି(ବିଜେଡି)
୩.ସମ୍ବଲପୁର-ଜୟନାରାୟଣ ମିଶ୍ର(ବିଜେପି)
୪.ସୁକିନ୍ଦା-ପ୍ରତିରଞ୍ଜନ ଘଡାଇ(ବିଜେଡି)
୫.ତଳସରା-ଭବାନୀ ଭୋଇ (ବିଜେପି ପ୍ରାଥୀ)
୬.ହିନ୍ଦୋଳ-ସୀମାରାଣୀ ନାଏକ (ବିଜେଡି)
୭.ମହାଙ୍ଗା-ପ୍ରତାପ ଜେନା(ବିଜେଡି)
୮.ପିପିଲି-ପ୍ରଦୀପ ମହାରଥୀ ବିଜୟୀ(ବିଜେଡି)
୯.ଟିକିଟି- ଉଷା ଦେବୀ (ବିଜେଡି)
୧୦.ଡାବୁଗାଁ-ମନୋହର ରନ୍ଧାରୀ (ବିଜେଡି)
୧୧.ପୋଲସରା -ଶ୍ରୀକାନ୍ତ ସାହୁ (ବିଜେଡି)
୧୨.ପରଜଙ୍ଗ -ନୃସିଂହ ସାହୁ (ବିଜେଡି)
୧୩. ନବରଙ୍ଗପୁର-ସଦାଶିବ ପ୍ରଧାନୀ (ବିଜେଡି)
୧୪.ଧର୍ମଶାଳା-ପ୍ରଣବ ବଳବନ୍ତ ରାୟ(ବିଜେଡି)
୧୪.ଚମ୍ପୁଆ-ମୀନାକ୍ଷୀ ମହାନ୍ତ(ବିଜେଡି)
୧୫.ଉମରକୋଟ-ନିତ୍ୟାନନ୍ଦ ଗଣ୍ଡ(ବିଜେପି)
୧୬.ଆସିକା-ମଞ୍ଜୁଳା ସ୍ୱାଇଁ(ବିଜେଡି)
୧୭.ଭଞ୍ଜନଗର-ବିକ୍ରମ କେଶରୀ ଆରୁଖ(ବିଜେଡି)
୧୮.ବଡଚଣା-ଅମର ଶତପଥୀ (ବିଜେଡି)
୧୯.କାମାକ୍ଷାନଗର-ପ୍ରଫୁଲ୍ଲ ମଲ୍ଲିକ(ବିଜେଡି)
୨୦.ପାଲଲହଡା-ମୁକେଶ ପାଲ(ବିଜେଡି)
୨୧.ସୁନ୍ଦରଗଡ-କୁସୁମ ଟେଟେ (ବିଜେପି)
୨୨.ଝରିଗାଁ-ପ୍ରକାଶ ଚନ୍ଦ୍ର ମାଝୀ(ବିଜେଡି)
୨୩.ଢ଼େଙ୍କାନାଳ-ସୁଧାକର ସାମଲ (ବିଜେଡି)
୨୪.କଟକ (ବାରବାଟୀ)-ମହମ୍ମଦ ମୁକିମ (କଂଗ୍ରେସ)
୨୫.ଭଦ୍ରକ-ସଂଜୀବ ମଲ୍ଲିକ (ବିଜେଡି)
୨୬.ଝାରସୁଗୁଡା-ନବଦାସ (ବିଜେଡି)
୨୭.ଗୁଣୁପୁର-ରଘୁନାଥ ଗମାଙ୍ଗ(ବିଜେଡି)
୨୮.କୋରାପୁଟ-ରଘୁନାଥ ପେଡାଲ(ବିଜେଡି)
୨୯.ଚିଲିକା-ପ୍ରଶାନ୍ତ ଜଗଦ୍ଦେବ
୩୦.ସାନଖେମୁଣ୍ଡି-ରମେଶ ଜେନା(କଂଗ୍ରେସ)
୩୧.ଘଷିପୁରା-ବଦ୍ରିନାରାୟଣ ପାତ୍ର(ବିଜେଡି)
୩୨.ମୋରଡା-ରାଜ କିଶୋର ଦାସ(ବିଜେଡି)
୩୩.ବରି-ସୁନନ୍ଦା ଦାଶ (ବିଜେଡି)
୩୪.ଭୁବନେଶ୍ୱର (ଏକାମ୍ର)-ଅଶୋକ ପଣ୍ଡା (ବିଜେଡି)
୩୫.ଖଲ୍ଲିକୋଟ-କେ.ସୂଯ୍ୟମଣି
୩୬.କୋରାଇ ଅଶୋକ ବଳ (ବିଜେଡି)୩୭.ସୋରଡା-ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ (ବିଜେଡି)
୩୮.ଆଠଗଡ ରଣେନ୍ଦ୍ର ସ୍ୱାଇଁ (ବିଜେଡି)
୩୯.କୁଚିଣ୍ଡା-କିଶୋର ନାୟକ
୪୦.ଭଣ୍ଡାରୀପୋଖରୀ-ପ୍ରଫୁଲ୍ଲ ସାମଲ