ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଥଇଥାନ ହେଲେ ନେତା । ଘୋଷଣା ହୋଇଛି ସରକାରୀ ନିଗମ ଓ ସସ୍ଥା ପାଇଁ ରାଜନୈତିକ ନିଯୁକ୍ତି । ଦୀର୍ଘ ୨୦ ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକ ସରକାର ପଅଥତମ ଥର ପାଇଁ ୩୫ ଜଣ ଦଳୀୟ ନେତାଙ୍କୁ ବିଭିନ୍ନ ପଦ ପଦବୀରେ ଥଇଥାନ କରିଛନ୍ତି । ଏଥି ମଧ୍ୟରେ ଟିକେଟ ପାଇ ନଥିବା ୭ ଜଣ ପୂର୍ବତନ ବିଧାୟକ ଓ ସାଂସଦଙ୍କୁୂ ଥଇଥାନ କରିଛନ୍ତି । ଆସନ୍ତୁ ଜାଣିବା କେଉଁ ନେତାଙ୍କୁ କେଉଁ ବର୍ଗର ପ୍ରତିନିଧିତ୍ୱ ଦାୟିତବ ମିଳିଛି ।
୧.ଲେନିନ୍ ମହାନ୍ତି- ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ସମ୍ପାଦକ
୨.ସୁଜିତ କୁମାର- ସ୍ତନ୍ତ୍ର ଉନ୍ନୟନ ପରିଷଦ ପରାମର୍ଶଦାତା
୩.ଅନୁଭବ ପଟ୍ଟନାୟକ- Et and IT ବିଭାଗ ପରାମର୍ଶଦାତା
୪.କୃତିବାସ ପାତ୍ର – କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପରାମର୍ଶଦାତା
୫.ଉତ୍କଳ କେଶରୀ ପରିଡ଼ା- ଚିଲିକା ଉନ୍ନୟନ ପ୍ରାଧୀକରଣ ପରାମର୍ଶଦାତା
୬.ଦେବାଶୀଷ ଘୋଷ- OFDC ପରାମର୍ଶଦାତା
୭.ସୁଲତା ଦେଓ- ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପରାମର୍ଶଦାତା
୮.ଜନ୍ମେଜୟ ଲେଙ୍କା- ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ପରାମର୍ଶଦାତା
୯.ରାମଚନ୍ଦ୍ର ପଣ୍ଡା- ଓଡ଼ିଶା କୃଷି ବିପଣନ ବୋର୍ଡ ପରାମର୍ଶଦାତା
୧୦ଦେବାଶିଷ ମହାନ୍ତି- ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ
୧୧.ଇଶ୍ର ପାଣିଗ୍ରାହୀ- ଓଡ଼ିଶା ବିହନ ନିଗମ ଅଧ୍ୟକ୍ଷ
୧୨.ପ୍ରଭାଦିତ୍ୟ ମିଶ୍ର- ଅଧ୍ୟକ୍ଷ APICOL
୧୩.ଅନୁପ ସାଏ- ପଣ୍ୟାଗାର ନିଗମ ଅଧ୍ୟକ୍ଷ
୧୪.ଅସିତ ପଟ୍ଟନାୟକ- ରାଜ୍ୟ ମତ୍ସ୍ୟଚାଷ ଉନ୍ନୟନ ନିଗମ
୧୫.ଅମରେନ୍ଦ୍ର ଦାସ- କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ
୧୬.ଳୁଲୁ ଅମାତ- ଗ୍ରାମ୍ୟ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ
୧୭.ଚିନ୍ମୟ ସାହୁ- କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ
୧୮.ଶ୍ରୀମୟୀ ମିଶ୍ର- ପର୍ୟ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା
୧୯.ଅମରେଶ ପତ୍ରୀ- ଉଠା ଜଳସେଚନ ନିଗମ ଅଧ୍ୟକ୍ଷ
୨୦.ବିଜୟ କୁମାର ନାୟକ- ରାଜ୍ୟ ଯୁବ ବିକାଶ ନିଗମ ଅଧ୍ୟକ୍ଷ
୨୧.ପ୍ରିୟଦର୍ଶୀ ମିଶ୍ର- ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ
୨୨.ସୁବାସ ସିଂହ- ନିର୍ମାଣ ଶ୍ରମିକ ନିଗମ ଅଧ୍ୟକ୍ଷ
୨୩.ସଞ୍ଜିବ ପାଇକ୍ରାଏ- ଓଡ଼ିଶା ଖଦି ବୋର୍ଡ ଅଧ୍ୟକ୍ଷ
୨୪.ସୁଧୀର ଦାସ- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରାମର୍ଶଦାତା
୨୫.ଡଃ. ଦିଲିପ୍ ତୀର୍କୀ- ଓଡ଼ିଶା ହକି ପ୍ରସାର ପରିଷଦ ଅଧ୍ୟକ୍ଷ
୨୬.ମାନସ ମଡକାମୀ- ମାଲକାନଗିରି ସ୍ତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ
୨୭.ବିନୟ ତପୋ- ସୁନ୍ଦରଗଡ଼ ସ୍ତନ୍ତ୍ର ଉନ୍ନୟନ ପରିଷଦ
୨୮.ସୁସ୍ମିତା ବାଗ୍ଚି- ମୋ’ ସ୍କୁଲ ଅଧ୍ୟକ୍ଷ
୨୯.ଆକାଶ ଦାଶ ନାୟକ- ମୋ’ କଲେଜ ଅଧ୍ୟକ୍ଷ
୩୦.ସତ୍ୟବ୍ରତ ତ୍ରିପାଠୀ-ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ
୩୧.ପୁଷ୍ପେନ୍ଦ୍ର ସିଂହଦେଓ- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ
୩୨.ସୁଲୋଚନା ଦାସ- ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା
୩୩.ଲୋପାମୁଦ୍ରା ବକ୍ସିପାତ୍ର- ମିସନ ଶକ୍ତି ପରାମର୍ଶଦାତା
୩୪.ମିନତି ବେହେରା- ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା
୩୫.କସ୍ତୁରୀ ମହାପାତ୍ର- ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା