ଆରମ୍ଭ ହୋଇ ଯାଇଛି ମହିଷା ମର୍ଦ୍ଧିନୀ ମା ଦୁର୍ଗାଙ୍କର ନବରାତ୍ରୀ ପୂଜା ।ଯାହାକୁ ନେଇ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର । ଦେଶର ସମସ୍ତ ଦେବୀ ପୀଠ ମାନଙ୍କରେ ସ୍ୱତନ୍ତ୍ର ରିତି ନୀତିରେ ମାଙ୍କୀ ପୂଜା ଅନୁଷ୍ଠିତ ହେଉଛି । ବିଭିନ୍ନ ଦେବାଦେବୀ ମନ୍ଦିର ମାନଙ୍କୁ ଆକର୍ଶଣୀୟ ଲାଇଟ ଓ ତୋରଣରେ ସୁସଜ୍ଜିତ କରାଯାଇଛି । ଏହି ଅବସରରେ ଜାମ୍ମୁକାଶ୍ମୀର… ମା ବୈଷ୍ଣ ଦେବୀଙ୍କ ମନ୍ଦିରକୁ ରଙ୍ଗ ବେରଙ୍ଗର ଫୁଲରେ ସଜା ଯାଇଥିବା ଦେଖିବାକୁ ମିଳିଛି । ନାନା ଜାତିର ଫୁଲରେ ଝଲସୁଛି ମା ବୈଷ୍ଣ ଦେବୀଙ୍କ ମନ୍ଦିର । ଯାହା ଶ୍ରଦ୍ଧାଳୁଙ୍କୁ ଭକ୍ତି ଭାବରେ ବେଶ କିଛି ସମୟ ବାନ୍ଧି ରଖୁଛି । ଏବେ ନବରାତ୍ରୀ ଚାଲି ଥିବାରୁ ଦେଶର କୋଣ ଅନୁକୋଣରୁ ମାଙ୍କ ନିକଟକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଯାହାକୁ ଦୃଷ୍ଟିରେ ରଖି ନବ ରାତ୍ରୀର ପ୍ରଥମ ଦିନରୁ ପ୍ରାକୃତିକ ଗୁମ୍ଫାର ବାହାର ଦ୍ୱାରରେ ନିର୍ମାଣ ହୋଇଥିବା ସ୍ୱର୍ଣ୍ଣ ଦ୍ୱାରକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଖୋଲା ଯାଇଛି । ଯେଉଁ ଦ୍ୱାରରୁ ଭକ୍ତମାନେ ମାଙ୍କର ୯ ଟି ରୂପକୁ ଦର୍ଶନ କରି କରୁଛନ୍ତି ।
JUST IN
-
ପିକ୍ ଆୱାରରେ କାମ ନକରିବାକୁ ଜନସାଧାରଣଙ୍କୁ ଏସଆରସିଙ୍କ ଅପିଲ | 31 May 2024
-
ଅସମ୍ଭାଳ ଗୁଳୁଗୁଳି, ୯ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ | 31 May 2024
-
ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ | 31 May 2024
-
ଜୁନ୍ ପ୍ରଥମ ସପ୍ତାହରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା | 29 May 2024
-
ଏଣିକି ଭୁବନେଶ୍ୱରରୁ ସିଧା ମାଲେସିଆ ବିମାନ ଯାତ୍ରା | 29 May 2024
-
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା | 29 May 2024
-
ହିଟ୍ ୱେଭ ପାଇଁ ଆଜି ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ | 29 May 2024
-
ଶେଷ ପର୍ଯ୍ୟାୟ ନିର୍ବାଚନ, ଆଜି ଓଡିଶାର ୩ ଟି ସ୍ଥାନରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି | 29 May 2024
-
ଆଗାମୀ ୪ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ | 28 May 2024
-
ରାଜ୍ୟରେ ଆଜିଠୁ ପୁଣି ବଢିବ ତାପମାତ୍ରା | 28 May 2024
-
ମାଟ୍ରିକ ରେଜଲ୍ଟ ରିଚେକିଂ ପାଇଁ ଏହି ତାରିଖରୁ କରିପାରିବେ ଆବେଦନ | 26 May 2024
-
ମାଟ୍ରିକ ରେଜଲ୍ଟ ପ୍ରକାଶ | 26 May 2024