କଟକ ( ଏଟିଆର ବ୍ୟୁରୋ): ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ହାଇକୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି । ଚିଟ ଫଣ୍ଡ ମାମଲାରେ ଗିରଫ ହୋଇଥିବା ଆଶୀର୍ବାଦ ବେହେରାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ ଅର୍ଥତତ୍ୱ ଚିଟଫଣ୍ଡ ମାମଲାରେ ଆଶୀର୍ବାଦଙ୍କୁ ଗତ ସେପ୍ଟେମ୍ଭର ମାସରେ ତାଙ୍କ ବାସ ଭବନରୁ ସିବିଆଇର ଏକ ସ୍ପେଶାଲ ସ୍କ୍ୱାଡ ତାଙ୍କୁ ଗିରଫ କରିଥିଲା । ୧୦୧୪ ମସିହାରୁ ଆଶୀର୍ବାଦ ସିବିଆଇ ସ୍କାନରେ ରହି ଆସିଥିଲେ । ଗତ ୨୦୧୧ ଓ ୧୨ ରେ ହୋଇଥିବା ରଣଜିଟ୍ରଫି ଓ ଓଡିଶା ପ୍ରିମିୟର ଲିଗରେ ଅର୍ଥତତ୍ୱ ଟଙ୍କା ଲାଗିଥିବା ଅଭିଯୋଗ ଆସିଥିଲା ।