ଭୁବନେଶ୍ୱର (ଏଟିଆର ବ୍ୟୁରୋ):ରାଜ୍ୟରେ ଚିନ୍ତା ବଢାଇଛି କରୋନା । ଗୋଟେ ଦିନରେ ୧୫ ଟି କେସ୍ ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ ୭ ଜଣ ଭୁବନେଶ୍ୱର ସୂର୍ଯ୍ୟନଗରର ରହିଛନ୍ତି, ସେହିପରି ୩ ଜଣ ବମିଖାଲର, ଜଣେ କଟକର, ଜଣେ ପୁରୀ ର, ଯାଜପୁରର ଜଣେ, ଭଦ୍ରକର ୨ ଜଣ । ସେହିଅନୁଯାୟୀ ଆକ୍ରନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି । ଏହା ରାଜ୍ୟର ୨୦ ନଂ କରୋନା ପଜିଟିଭ୍ କେସ୍ । । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
15 COVID Positive cases confirmed today:
7 close contacts of Suryanagar case (including wife, daughter and tenants)
3 persons of Bomikhal
1 case of Cuttack
1 case of Puri
1 case of Jajpur
2 cases of Bhadrak (total positive cases in the State 20)— H & FW Dept Odisha (@HFWOdisha) April 3, 2020
ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାକୁ ଲାଗିଛି । ଗୋଟେ ଦିନରେ ୧୫ ଜଣଙ୍କ ପଜିଟିଭ୍ ମାମଲା ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।