ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତବଲିଗି ଜମାତ ଲୋକଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକରେ । ସେ କହିଛନ୍ତି କି, ଯେଉଁ ବ୍ୟକ୍ତି ମରକତ ସମାବେଶରେ ସାମିଲ ହୋଇଥିଲେ, ସେମାନଙ୍କୁ ଗୁଳି ମାରିଦେବା ଉଚିତ୍ । ସେମାନଙ୍କୁ କାହିଁକି ଚିକିତ୍ସା କରାଯାଉଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ରାଜ ଠାକରେ କହିଛନ୍ତି, ମରକଜ ସମାବେଶରେ ଯୋଗ ଦେଇଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଙ୍କ ନିକଟରେ ଦାବି କରିଛି । ଏହାସହିତ ସେମାନଙ୍କୁ ଚିକିତ୍ସା ନକରି ସିଧା ଗୁଳି ମାରିଦେବା ଉଚିତ୍ ।
ସୂଚନାଯୋଗ୍ୟ, ଗତ ଦୁଇ ଦିନ ମଧ୍ୟରେ କରୋନା ସଂକ୍ରମଣର ୬୪୭ ନୂତନ ମାମଲା ସାମ୍ନାକୁ ଆସିଛି । ଏହି ସମସ୍ତ ମାମଲା ତବଲିଗି ଜମାତ ସହ ଜଡିତ ଅଛି ।
The coroniavirus has created a devastation globally. But unfortunately, a few extremists are playing havoc under these circumstances. Keeping this issue in mind, Raj Thackeray had a candid talk with news channels.
Following are the highlights.
|Raj Thackeray Social Media Team pic.twitter.com/GwGAFl870C— Raj Thackeray (@RajThackeray) April 4, 2020