ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ସଂକ୍ରମଣ ସହିତ ଲଢେଇ କରୁଛି । ବିଶ୍ୱର ବହୁ ଶକ୍ତିଶାଳୀ ରାଷ୍ଟ୍ର ଗୁଡିକ ଏବେ ଏହି ମହାମାରୀରୁ ମୁକୁଳିବା ପାଇଁ ଚେଷ୍ଟା ଚଲାଇଛନ୍ତି । ହେଷଳ ମିଳୁନାହିଁ କୌଣସି ନିସ୍ତାର । ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ସଂକ୍ରମିତ ଆଉ କେତେ ମୃତ ?
ଆମେରିକା – ୯ ଲକ୍ଷ ୮୭ ହଜାର ସଂକ୍ରମିତ ଜ୍ଝ ୫୬ ହଜାର ୧୬୪ ଜଣଙ୍କର ମୃତ୍ୟୁ , ୧ ଲକ୍ଷ ୩୮ ହଜାର ୯୮୯ ସୁସ୍ଥ ।
ସ୍ପେନ- ୨ ଲକ୍ଷ ୨୯ ଜହାର ୪୨୨ ସଂକ୍ରମିତ । ୨୩ ହଜାର ୫୨୧ ଜଣ ମୃତ ।
ଇଟାଲୀ- ୧ ଲକ୍ଷ ୯୯ ହଜାର ୪୧୪ ସଂକ୍ରମିତ, ୨୬ ହଜାର ୯୭୭ ମୃତ ।
ଫ୍ରାନ୍ସ- ବେଳେ ୧ ଲକ୍ଷ ୬୫ ହଜାର ୮୪୨ ଜଣ ସଂକ୍ରମିତ, ୨୩ ହଜାର ୯୯୩ ମୃତ ।
ଜର୍ମାନୀ- ୧ ଲକ୍ଷ ୫୮ ହଜାର ୧୪୯ ଜଣ ସଂକ୍ରମିତ । ୬ ହଜାର ୧୨୬ ମୃତ।
ବ୍ରିଟେନ- ୧ ଲକ୍ଷ ୫୭ ହଜାର ୧୪୯ ଜଣ ସଂକ୍ରମିତ , ୨୧ ହଜାର ୯୨ ମୃତ।
ତୁର୍କୀ- ୧ ଲକ୍ଷ ୧୨ ହଜାର ୨୬୧ ସଂକ୍ରମିତ , ୨ ହଜାର ୯୦୦ ମୃତ।
ବିଶ୍ୱ କଥା ଯଦି ଦେଖିବା ସାରା ବିଶ୍ୱରେ ଏଯାବତ ୩୦ ଲକ୍ଷ ୬୨ ହଜାର ୫୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୧୧ ହଜାର ୪୩୩ ଲୋକଙ୍କର ମୃତ୍ୟୁ ହୋଇଛି।