ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ରାଜ୍ୟରେ ପୁଣି ଆଉ ୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Another 76 #Covid19 patients have recovered and are being discharged.
17 are from Kendrapara
16 from Ganjam
11 from Nayagarh
11 from Kalahandi
5 from Jajpur
3 each from Balasore and Mayurbhanj (1/2)— H & FW Dept Odisha (@HFWOdisha) May 31, 2020
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡାର ୧୭ ଜଣ, ଗଞ୍ଜାମର ୧୬ ଜଣ, ନୟାଗଡର ୧୧ ଜଣ, କଳାହାଣ୍ଡିର ୧୧ ଜଣ, ଯାଜପୁରର ୫ ଜଣ, ବାଲେଶ୍ୱର ଓ ମୟୂରଭଞ୍ଜରୁ ୩ ଜଣ ଲେଖାଁଏ, ଅନୁଗୁଳ ଓ ଜଗତସିଂହପୁରରୁ ୨ ଜଣ ଲେଖାଁଏ । ସେହିପରି କଟକ, ଢେଙ୍କାନାଳ, ମାଲକାନାଗିରି, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡରୁ ଜଣେ ଲେଖାଁଏ ରହିଛନ୍ତି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୧୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି ।
2 each from Angul & Jagatsinghpur
1 each from Cuttack, Dhenkanal, Malkangiri, Puri, Sambalpur and Sundargarh.The total recovered cases of #Odisha now stand at 1126. (2/2)
— H & FW Dept Odisha (@HFWOdisha) May 31, 2020