ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ପୁଣି ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୭ ଟି କ୍ୱାରାଣ୍ଟଇନ ସେଣ୍ଟରରୁ ହୋଇଥିବା ବେଳେ ୧୯ ଟି ଲୋକାଲ କେସ୍ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୯ଟି ପଜେଟିବ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୮, କେନ୍ଦୁଝରରୁ , କଟକ, କେନ୍ଦ୍ରପଡାରୁ ୨ ଜଣ ଲେଖାଏଁ, ନୟାଗଡ, ମୟୂରଭ. କଳାହାଣ୍ଡିରୁ ୩ ଜଣେ ଲେଏଖାଏଁ , ଦେଓଝରରୁ ୫, ସୁନ୍ଦରଗଡ, ବାଲେଶ୍ୱରରୁ ୭ ଜଣ ଲେଖଏଁ, ମାଲାକାନାଗିର, ଢେଙ୍କାନାଳ, ଯାଜପୁର , ବଲାଙ୍ଗୀରିରୁ ଜଣେ ଲେଏଖାଏଁ ପଜେଟିଭ ଚିହ୍ନଟ ହୋଇଛନ୍ତି ।
COVID-19 REPORT FOR 8th JUNE
New positive cases: 146
In quarantine: 127
Local contacts: 19(Details of local contacts will be shared by concerned District Administration)
District Wise Positive Cases
1. Jagatsinghpur : 8
2. Keonjhar: 2
3. Cuttack: 2
4. Malkangiri: 1— I & PR Department, Odisha (@IPR_Odisha) June 9, 2020
ଅନ୍ୟପଟେ ପଶ୍ଚିମବଙ୍ଗକୁ ଅମ୍ପାନ ମୁକାବିଲା କରିବା ପାଇଁ ଯାଇଥିବା ଏନଡିଆରଏଫ , ଓଡ୍ରାଫ ଟିମରୁ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।
5. Khordha: 19
6. Nayagarh: 3
7. Jajpur: 1
8. Mayurbhanj: 3
9. Dhenkanal: 1
10. Kalahandi: 3
11. Kandhamal: 2
12. Ganjam: 18
13. Deogarh: 5
14. Bolangir: 1
15. Sundargarh: 7
16. Kendrapada: 2
17. Balasore: 7
18. NDRF/ODRAF returned from West Bengal Amphan duty: 61— I & PR Department, Odisha (@IPR_Odisha) June 9, 2020