ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପଣି ଆଉ ୧୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
COVID-19 REPORT FOR 22nd JUNE
New positive Cases: 167
In quarantine: 150
Local contacts: 17(Details of local contacts will be shared by concerned District Administration)
DIstrict Wise Cases
1. Rayagada: 5
2. Jajpur: 5
3. Khordha: 8
4. Nayagarh: 2
5. Balasore: 13— I & PR Department, Odisha (@IPR_Odisha) June 23, 2020
ଆଜି ଚିହ୍ନଟ ହୋଇଥିବା ୧୬୭ ଜଣଙ୍କ ମଧ୍ୟରୁ ରାୟଗଡାର ୫ ଜଣ, ଯାଜପୁରର ୫ ଜଣ, ଖୋର୍ଦ୍ଧାର ୮ ଜଣ, ନୟାଗଡର ୨ ଜଣ, ବାଲେଶ୍ୱରର ୧୩ ଜଣ, ଜଗତସିଂହପୁରର ୧୯ ଜଣ, କଟକର ୩ ଜଣ, ଢେଙ୍କାନାଳର ୯ ଜଣ, ବରଗଡର ଜଣେ, ଗଞ୍ଜାମର ୩୦ ଜଣ, ଗଜପତିର ୪୧ ଜଣ, ପୁରୀର ଜଣେ, ସୁନ୍ଦରଗଡର ୪ ଜଣ, ବଲାଙ୍ଗିରର ଜଣେ, ମୟୂରଭଞ୍ଜର ୧୪ ଜଣ, କୋରାପୁଟର ଜଣେ, ଝାରସୁଗୁଡାର ୩ ଜଣ ଏବଂ କେନ୍ଦ୍ରପଡାର ୭ ଜଣ ରହିଛନ୍ତି ।
New recoveries: 143
Cumulative tested: 231356
Positive: 5470
Recovered: 3863
Active Cases: 1583— I & PR Department, Odisha (@IPR_Odisha) June 23, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ କୁ ବୃଦ୍ଧି ହୋଇଛି ।