ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ପୁଣି ରାଜ୍ୟରୁ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୧୮୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
COVID-19 REPORT FOR 25th JUNE
New positive Cases: 218
In quarantine: 198
Local contacts: 20(Details of local contacts will be shared by concerned District Administration)
DISTRICT WISE CASES
1. Khordha: 17
2. Nawarangpur: 1
3. Ganjam: 49
4. Angul: 1
5. Cuttack: 5— I & PR Department, Odisha (@IPR_Odisha) June 26, 2020
ସେହିପରି ଜଗତସିଂହପୁରରୁ ୨୯, ଗଜପତିରୁ ୨୭, ଭଦ୍ରକରୁ ୨୫ , ଖୋର୍ଦ୍ଧାରୁ ୧୭, ସୁନ୍ଦରଗଡ଼ରୁ ୧୧, ପୁରୀରୁ ୧୦ , ମୟୂରଭଞ୍ଜରୁ ୯, ବାଲେଶ୍ବରରୁ ୭, କେନ୍ଦ୍ରାପଡ଼ାରୁ ୬ କଟକରୁ ୫, ଝାରସୁଗୁଡ଼ାରୁ ୪, ନୂଆପଡ଼ା, କେନ୍ଦୁଝର, ସମ୍ବଲପୁରରୁ ୨ ଜଣ ଲେଖାଏଁ , ନବରଙ୍ଗପୁର, ଅନୁଗୁଳ, କନ୍ଧମାଳ, ଯାଜପୁର, ବୌଦ୍ଧ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
6. Jagatsinghpur: 29
7. Bhadrak: 25
8. Kandhamal : 1
9. Nuapada: 2
10. Jharsuguda: 4
11. Keonjhar: 2
12. Jajpur: 1
13. Puri: 10
14. Gajapati: 27
15. Boudh: 1
16. Sundargarh: 11
17. Kendrapada: 6
18. Sambalpur: 2
19. Mayurbhanj: 9
20. Koraput: 1
21. Balasore: 7— I & PR Department, Odisha (@IPR_Odisha) June 26, 2020