ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଆଜି ୨୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୫ ହଜାର ୯୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 229 #COVID19 patients have recovered and are being discharged on 4.7.2020.
91 from Ganjam
29 from Khurdha
26 from Gajapati
15 from Jharsuguda
12 from Bolangir
11 from Jagatsinghpur
11 from Mayurbhanj
8 from Jajpur
6 from Kendrapara
5 from Keonjhar
(1/2)— H & FW Dept Odisha (@HFWOdisha) July 4, 2020
ତେବେ ଆଜି ରାଜ୍ୟର ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୧ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୯ ଜଣ, ଗଜପତିରୁ ୨୬ ଜଣ, ଝାଡସୁଗୁଡାରୁ ୧୫ ଜଣ, ବଲାଙ୍ଗୀରିରୁ ୧୨ ଜଣ, ଜଗତସିଂହପୁର ଓ ମୟୂରଭଞ୍ଜରୁ ୧୧ ଜଣ ଲେଖାଏଁ, ଯାଜପୁରରୁ ୮ ଜଣ, କେନ୍ଦ୍ରାପଡାରୁ ୬ ଜଣ, କେନ୍ଦୁଝରରୁ ୫ ଜଣ, ସୁନ୍ଦରଗଡ ଓ କଟକରୁ ୪ ଜଣ ଲେଖାଏଁ, ଭଦ୍ରକ ଓ ନୟାଗଡରୁ ୩ ଜଣ ଲେଖାଏଁ, ବରଗଡରୁ ଜଣେ ସୁସ୍ଥ ହୋଇଛନ୍ତି ।
4 each from Cuttack and Sundergarh
3 each from Bhadrak and Nayagarh
1 from BaragarhThe total recovered cases of #Odisha now stand at 5934.
(2/2)— H & FW Dept Odisha (@HFWOdisha) July 4, 2020
ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୮ ହଜାର ୬୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪ ଜଣଙ୍କର ମୃତ୍ୟୁ ହୋଇଛି ।