ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୭୧୮ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୩୯ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 16th July
New Positive Cases: 718
In Quarantine: 479
Local Contacts: 239(Details of local contacts will be shared by concerned District Administration)
District Wise Cases
1. Angul: 9
2. Balasore: 9
3. Bargarh: 4
4. Bhadrak: 10
5. Cuttack: 32— I & PR Department, Odisha (@IPR_Odisha) July 17, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୯, ବାଲେଶ୍ୱରର ୯, ବରଗଡର ୪,ଭଦ୍ରକର ୧୦, କଟକର ୩୨, ଡେଙ୍କାନାଳର ୬, ଗଜପତିର ୨୧, ଗଞ୍ଜାମର ୨୩୧, ଜଗତସିଂହପୁରର ୧୬, ଝାରସୁଗୁଡାର ୨୪, କନ୍ଧମାଳର ୭,କେନ୍ଦ୍ରାପଡାର ୪, କେନ୍ଦୁଝରର ୨୮, ଖୋର୍ଦ୍ଧାର ୧୫୦, କୋରାପୁଟର ୨୭, ମାଲକାନାଗିରିର ୫୪, ମୟୂରଭଞ୍ଜର ୨୨ , ନବରଙ୍ଗପୁର ୧, ନୟାଗଡର ୧୩, ପୁରୀର ୯, ରାୟଗଡାର ୧୯, ସୋନପୁରର ୫, ସୁନ୍ଦରଗଡର ୧୦ ଏବଂ ସମ୍ବଲପୁରର ୭ ଜଣ ରହିଛନ୍ତି । ସର୍ବମୋଟ ୨୪ ଟି ଜିଲ୍ଲାର ୭୧୮ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Sambalpur: 7
23. Sonepur: 5
24. Sundargarh: 10New Recoveries: 401
Cumulative Tested: 369738
Positive: 16110
Recovered: 10877
Active Cases: 5124— I & PR Department, Odisha (@IPR_Odisha) July 17, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୦ କୁ ବୃଦ୍ଧି ପାଇଛି । ସେଥିରୁ ୧୦୮୭୭ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୫୧୨୪ ଜଣ ଚିକିତ୍ସିତ ହେଉଛନ୍ତି ।