ମୟୁରଭଞ୍ଜ(ଏଟିଆର ବ୍ୟୁରୋ): ମୟୁରଭଞ୍ଜ ଯଶିପୁର ଡାକ୍ତରଖାନାରେ ଜଣେ ଡାକ୍ତର ଏବଂ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବାର ଜଣାପଡିଛି । ଯଶିପୁର ଜାମଦା ସାହି ସରପଞ୍ଚ ଓ ଯଶିପୁର ସରପଞ୍ଚ ଗ୍ରାମପଞ୍ଚାୟତ ଅଂଚଳକୁ କରୋନା ଜନିତ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସରପଞ୍ଚ ଦୁଇ ଜଣ ଜିଲ୍ଲାପାଳଙ୍କ କ୍ଷମତା ପ୍ରୋୟାଗ କରି ଜାମଦା ସାହି ଓ ଯଶିପୁର ଗ୍ରାମପଞ୍ଚାୟତର ସମସ୍ତ ଅଂଚଳ କୁ ଗ୍ରାମପଞ୍ଚାୟ୨୧.୦୭.୨୦ତାରିଖ ଠାରୁ ୨୭.୦୭.୨୦ ପର୍ୟ୍ୟନ୍ତ ସାତଦିନ ସଟଡାଉନ ଘେଷଣା କରିଛନ୍ତି,
ତା ସହିତ ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨୦.୦୭.୨୦ରିଖ ଠାରୁ ୨୨.୦୭.୨୦ତାରିଖ ଯାଏଁ ୭୨ ଘଣ୍ଟା ପର୍ୟ୍ୟନ୍ତ ସଟଡାଉନ ଘେଷଣା କରିଛନ୍ତି ତେବେ ଏହି ବନ୍ଦ ସମୟରେ ସରକାରୀ ଅଫିସ ଗୁଡିକରେ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ୟ୍ୟ କରିବେ, କେବଳ ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଗୁଡିକ ଖୋଲା ରହିବା ନେଇ ସୂଚନା ଦେଇଛନ୍ତି ଦୁଇ ସରପଞ୍ଚ ।