ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢାଉଛି କରୋନା । ଲାଗୁନି ବ୍ରେକ୍ । ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୧୨୦୩ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୫୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୪୫ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 29th July
New Positive Cases: 1203
In Quarantine: 758
Local Contacts: 445(Details of local contacts will be shared by concerned Dist Administration)
District Wise Cases
1. Angul: 15
2. Balasore: 20
3. Bargarh: 12
4. Bhadrak: 53
5. Balangir: 6
6. Boudh: 3— I & PR Department, Odisha (@IPR_Odisha) July 30, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧୫, ବାଲେଶ୍ୱରର ୨୦, ବରଗଡର ୧୨,ଭଦ୍ରକର ୫୩, ବଲାଙ୍ଗିରର ୬, ବୌଦ୍ଧର ୩, କଟକର ୯୭, ଦେଓଗଡର ୮, ଢେଙ୍କାନାଳର ୩,ଗଜପତିର ୭୨, ଗଞ୍ଜାମର ୨୫୦, ଜଗତସିଂହପୁରର ୮, ଯାଜପୁରର ୪୬, କଳାହାଣ୍ଡିର ୪, କନ୍ଧମାଳର ୧୪, କେନ୍ଦ୍ରାପଡାର ୧୪, କେନ୍ଦୁଝରର ୧୧, ଖୋର୍ଦ୍ଧାର ୨୨୦, କୋରାପୁଟର ୬୬, ମାଲକାନାଗିରିର ୬୫,ମୟୁରଭଞ୍ଜର ୧୬, ନବରଙ୍ଗପୁରର ୪, ନୟାଗଡର ୨୪, ପୁରୀର ୯, ରାୟଗଡାର ୪୫, ସମ୍ବଲପୁରର ୪୦, ସୋନପୁର ୪ ଏବଂ ସୁନ୍ଦରଗଡର ୭୪ ଜଣ ରହିଛନ୍ତି । ସର୍ବମୋଟ ୨୮ ଟି ଜିଲ୍ଲାର ୧୨୦୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
23. Nayagarh: 24
24. Puri: 9
25. Rayagada: 45
26. Sambalpur: 40
27. Sonepur: 4
28. Sundargarh: 74New Recoveries: 878
Cumulative Tested: 500238
Positive: 30378
Recovered: 18938
Active Cases: 11235— I & PR Department, Odisha (@IPR_Odisha) July 30, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୩୭୮ କୁ ବୃଦ୍ଧି ପାଇଛି । ସେଥିରୁ ୧୮୯୩୮ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୧୨୩୫ ଜଣ ଚିକିତ୍ସିତ ହେଉଛନ୍ତି ।