ନୂଆ ଦିଲ୍ଲୀ(ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ବ୍ରିଜେଶ ପାଠକଙ୍କ ଅବସ୍ଥା ଖରାପ ହେବା ପରେ ପିଜିଆଇରେ ଭର୍ତ୍ତି କରାଯାଇଛି । କରୋନା ଲକ୍ଷଣ ଦେଖାଯିବା ପରେ ସେ ହୋମ୍ ଆଇସୋଲେସନରେ ରହିଥିଲେ । ସ୍ୟାସ୍ଥ୍ୟବସ୍ଥା ଖରାପ ହେବାରୁ ଆଜି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅଗଷ୍ଟ ୫ ତାରିଖରେ ବ୍ରିଜେଶ ପାଠକଙ୍କ କରୋନା ରିପୋର୍ଟ ପଡିଟିଭ ଆସିଥିଲା । ଏହାର କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀ ନମ୍ରତା ପାଠକଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲ।। ଏହା ପରେ ପରିବାରର ସବୁ ସଦସ୍ୟ ହୋମ୍ ଆସୋଲେସନରେ ଥିଲେ ।
ଯୋଗୀ ଆଦିତ୍ୟନାଥଙ୍କ ପାର୍ଟିରେ ଥିବା ଏପର୍ୟ୍ୟନ୍ତ ଆଠ ଜଣ ମନ୍ତ୍ରୀ କରୋନା ପଜିଟିଭ୍ ଚିନ୍ହଟ ହୋଇଛନ୍ତି । ଜୁଲାଇରେ କ୍ରୀଡା ମନ୍ତ୍ରୀ ଉପେନ୍ଦ୍ର ତିୱାରୀ କରୋନା ପଜିଟିଭ ଜଣା ପଡିଥିଲେ । କରୋନା ସଂକ୍ରମିତ ମନ୍ତ୍ରୀଙ୍କ ମଧ୍ୟରେ ଜୟ ପ୍ରତାପ ସିଂ, ରାଜେନ୍ଦ୍ର ପ୍ରତାପ ସିଂ, ଧର୍ମ ସିଂ ସୈନି ଏବଂ ଚେତନ ଚୌହାନ ଅଛନ୍ତି।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024