ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ଆତଙ୍କ । ଅଗଷ୍ଟ ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୧୮୭୬ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୮୨ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୬୯୪ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 11th August
New Positives Cases 1876
In quarantine: 1182
Local contacts: 694(Details of local contacts will be shared by concerned District Administration)
District Wise Cases
1. Angul: 15
2. Balasore: 81
3. Bargarh: 15
4. Bhadrak: 50
5. Balangir: 31— I & PR Department, Odisha (@IPR_Odisha) August 12, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ନଜର ପକାନ୍ତୁ । ଅନୁଗୁଳର ୧୫, ବାଲେଶ୍ୱରର ୮୧, ବରଗଡର ୧୫,ଭଦ୍ରକର ୫୦,ବଲାଙ୍ଗିରର ୩୧, ବୌଦ୍ଧର ୧୦, କଟକର ୧୦୯, ଢେଙ୍କାନାଳର ୩୬,ଗଜପତିର ୭୧, ଗଞ୍ଜାମର ୨୬୦, ଜଗତସିଂହପୁରର ୨୬, ଯାଜପୁରର ୫୩, ଝାରସୁଗୁଡାର ୬, କଳାହାଣ୍ଡିର ୪୧, କନ୍ଧମାଳର ୩୦, କେନ୍ଦ୍ରାପଡାର ୫୮, କେନ୍ଦୁଝରର ୨୧, ଖୋର୍ଦ୍ଧାର ୨୯୭, କୋରାପୁଟର ୭୭, ମାଲକାନାଗିରିର ୨୪,ମୟୁରଭଞ୍ଜର ୭୦, ନବରଙ୍ଗପୁରର ୩୦, ନୟାଗଡର ୧୦୫, ନୂଆପଡାର ୩,ପୁରୀର ୮୦, ରାୟଗଡାର ୯୮, ସମ୍ବଲପୁରର ୩୬, ସୋନପୁର ୨୨ ଏବଂ ସୁନ୍ଦରଗଡର ୧୧୯ ଜଣ ରହିଛନ୍ତି । ସର୍ବମୋଟ ୩୦ ଟି ଜିଲ୍ଲାର ୧୮୭୬ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୭୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Mayurbhanj: 70
23. Nawarangpur: 30
24. Nayagarh: 105
25. Nuapada: 3
26. Puri: 80
27. Rayagada: 98
28. Sambalpur: 36
29. Sonepur: 22
30. Sundargarh: 119New Recoveries: 1785
Cumulative Tested: 724354
Positive: 50672
Recovered: 34805
Active Cases: 15509— I & PR Department, Odisha (@IPR_Odisha) August 12, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୬୭୨ କୁ ବୃଦ୍ଧି ପାଇଛି । ସେଥିରୁ ୩୪୮୦୫ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୫୫୦୯ ଜଣ ଚିକିତ୍ସିତ ହେଉଛନ୍ତି ।