ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କୋରୋନା ପାଇଁ ଏବେ ବଦଳିଛି ମୋଟରଜାନର ମାର୍କେଟ ପରିସ୍ଥିତି । ମହାମାରୀ କରୋନା ଭାଇରସ ଯୋଗୁଁ ଲକଡାଉନ ସମୟରେ କାର କଂପାନୀର ବିକ୍ରି ସବୁଠାରୁ ନିମ୍ନ ସ୍ତରରେ ଅଛି ।କିନ୍ତୁ ଦେଶରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବା ପରେ କଂପାନୀମାନେ କ୍ଷତିଭରପୂରଣ କରିବାରେ ଲାଗିପଡିଛନ୍ତି । ଏଥିପାଇଁ କାର କମ୍ପାନୀ ଗୁଡିକ ନିଜର ମଡେଲ ଉପରେ ରିହାତି ଏବଂ ବେନିଫିଟ୍ସ ଅଫର ଆଣିଛନ୍ତି । ବେସି ଭଲ ରିହାତି ରହିଛି ମାରୁତି କାର ଉପରେ । ଅଗଷ୍ଟ ମାସରେ ଅଲଟୋ ୮୦୦ ଠାରୁ ଆରମ୍ଭ କରି ଏସ-ପ୍ରେସୋ ଭଳି କାର ରିହାତିରେ କିଣା ଯାଇପାରିବ । କାରଣ ଏହାର ମୂଲ୍ୟ କିଛି ମାତ୍ରାରେ କମ ହେବା ସହ ରିହାତି ମଧ୍ୟ କରିଛି ।
କଂପାନୀ ଏହି ଛୋଟ ଏସୟୁଭି କାରକୁ ଚଳିତ ମାସ ୫୦ ହଜାର ଟଙ୍କା ରିହାତିରେ ଦେଉଛି । ଏଥିରେ ୨୫ ହଜାର ଟଙ୍କା ରିହାତି, ୨୦ ହଜାର ଯାଏଁ ଏକ୍ସଚେଞ୍ଜ ରିହାତି ଏବଂ ୫୦୦୦ ଯାଏଁ କର୍ପୋରେଟ ରିହାତି ସାମିଲ ଅଛି । ଏହି ଲୋକପ୍ରିୟ କାର ଉପରେ କଂପାନୀ ୧୮ ହଜାର ଟଙ୍କା କ୍ୟାଶ ରିହାତି, ୧୫ ହଜାର ଟଙ୍କା ଯାଏଁ ଏକ୍ସଚେଞ୍ଜ ବୋନସ ଏବଂ ୩୦୦୦ ଟଙ୍କା ଯାଏଁ ଏକ୍ସଚେଞ୍ଜ ବୋନସ ମିଳିବ । ଚଳିତ ମାସରେ ଏହି କାର କିଣିଲେ ୩୬ ହଜାର ଟଙ୍କା ଯାଏଁ ରିହାତି ମିଳିପାରିବ ।
ମାରୁତିର ୱାଗନ ଆର ଚଳିତ ମାସରେ ୩୩ ହଜାର ଟଙ୍କା ପର୍ୟ୍ୟନ୍ତ ରିହାତିରେ ମିଳିବ । ଏଥିରେ କ୍ୟାଶ ଡିସକାଉଣ୍ଟ, ଏକ୍ସଚେଞ୍ଜ ବୋନସ ଏବଂ କର୍ପୋରେଟ ରିହାତି ସାମିଲ ଅଛି । ଅଗଷ୍ଟ ମାସରେ ସୁଇଫ୍ଟ ଏବଂ ଡିଜାୟର ମଧ୍ୟ କ୍ରମଶଃ ୩୫ ହଜାର ଏବଂ ୪୦ ହଜାର ରିହାତିରେ ମିଳିପାରିବ । ଏହା ବ୍ୟତୀତ ବ୍ରେଜା ଓ ଆର୍ଟିଗାରେ ମଧ୍ୟ ରିହାତି ରହିଛିନ । କାର କମ୍ପାନୀ ଗୁଡିକ ନିଜର କ୍ଷତି ପୂରଣ କରିବା ପାଇଁ ଡିସ୍କାଉଣ୍ଟ ଆରମ୍ଭ କରିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024