ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କର ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ(@narendramodi_in))ଓ ନରେନ୍ଦ୍ର ମୋଦି ଅଫିସିଆଲ ଟ୍ୱିଟର ଆକାଉଣ୍ଟ ବୁଧବାର ମଧ୍ୟ ରାତ୍ରରେ ହ୍ୟାକ ହୋଇଥିବା କଥା ଜଣା ପଡିଛି । ଏହା ସହିତ ହ୍ୟାକ କରିବା ପରେ କୋଭିଡ -୧୯ର ମୁକାବିଲା ପାଇଁ ପିଏମ୍ ନ୍ୟାସନାଲ ଫଣ୍ଡକୁ ଆର୍ଥିକ ଭାବେ ସହାୟତା କରିବା ପାଇଁ ମଧ୍ୟ ଫୋଲର୍ସଙ୍କୁ କୁହାଯାଇଥିଲା । ଟ୍ୱିଟର ପକ୍ଷରୁ ସ୍ପଟ କରାଯାଇଛି ଯେ ଜନ୍ ୱିକ (hckindia@tutanota.com) ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟ ହ୍ୟାକ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟର ଅନେକ ପ୍ରସଂଶକ ରହିଛନ୍ତି । ତାଙ୍କୁ ଟ୍ୱିଟରରେ ପ୍ରାୟ ୨.୫ ମିଲିୟନ ଲୋକେ ଫୋଲ କରୁଛନ୍ତି । ଏହା ଛଡା ତାଙ୍କର ଅନ୍ୟ ଅଫିସିଆଲ ଆକାଉଣ୍ଟରେ ୩୦ ମିଲିୟନରୁ ଅଧିକ ଫଲୋର୍ସ ରହିଛନ୍ତି । କହିବାକୁ ଗଲେ ରାଜନେତାଙ୍କ ମଧ୍ୟରୁ ପିଏମ୍ ମୋଦିଙ୍କର ଏହି ଆକାଉଣ୍ଟ ଅନେକ ଲୋକପ୍ରିୟତା ପାଇଛି । ଏହା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତମ ରାଷ୍ଟ୍ରପତି ବାରାକ ଓବାମା ଓ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ଆକାଉଣ୍ଟକୁ ମଧ୍ୟ ହ୍ୟାକ କରାଯାଇଥିଲା ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024