ଭୁବନେଶ୍ୱର (ଏଟିଆର ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିପଡିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଆଜି ରାଜ୍ୟରେ ପୁଣି ୩୫୪୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୧୬୧ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୧୩୮୨ଟି ଲୋକାଲ କେସ ଅଟେ ।
Covid-19 Report For 4th September
New Positives Cases: 3543
In quarantine: 2161
Local contacts: 1382(Details of local contacts will be shared by concerned Dist Administration)
District Wise Cases
1. Angul: 68
2. Balasore: 153
3. Bargarh: 274
4. Bhadrak: 50
5. Balangir: 37— I & PR Department, Odisha (@IPR_Odisha) September 5, 2020
ଅନ୍ୟପଟେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି ଖୋର୍ଦ୍ଧାର ପରିସ୍ଥିତି । ଗତକାଲି ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯ ଥିବା ବେଳେ ଆଜି ମଧ୍ୟ ୮୭୮ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ସେହିଭଳି କଟକ ଜିଲ୍ଲାରୁ ୨୯୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
Covid-19 Report For 4th September
New Positives Cases: 3543
In quarantine: 2161
Local contacts: 1382(Details of local contacts will be shared by concerned Dist Administration)
District Wise Cases
1. Angul: 68
2. Balasore: 153
3. Bargarh: 274
4. Bhadrak: 50
5. Balangir: 37— I & PR Department, Odisha (@IPR_Odisha) September 5, 2020
ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୩୪, ଗଞ୍ଜାମ ଜିଲ୍ଲାରୁ ୧୦୨, ବଲାଙ୍ଗୀର ଜିଲ୍ଲାରୁ ୩୭, ବାଲେଶ୍ବର ଜିଲ୍ଲାରୁ ୧୪୩, କୋରାପୁଟ ଜିଲ୍ଲାରୁ ୯୦, ଭଦ୍ରକ ଜିଲ୍ଲାରୁ ୧୩୮, ରାୟଗଡ଼ା ଜିଲ୍ଲାରୁ ୬୭, ପୁରୀ ଜିଲ୍ଲାରୁ ୬୧, ସୁନ୍ଦରଗଡ଼ ଜିଲ୍ଲାରୁ ୫୬, ଜଗତସିଂହପୁର ଜିଲ୍ଲାରୁ ୮୫, ସମ୍ବଲପୁର ଜିଲ୍ଲାରୁ ୮୩, କଳାହାଣ୍ଡି ଜିଲ୍ଲାରୁ ୩୭, ଯାଜପୁର ଜିଲ୍ଲାରୁ ୨୦୬, କନ୍ଧମାଳ ଜିଲ୍ଲାରୁ ୩୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୮, ମାଲକାନଗିରି ଜିଲ୍ଲାରୁ ୨୫, ଗଜପତି ଜିଲ୍ଲାରୁ ୨୯, ମୟୂରଭଞ୍ଜ ଜିଲ୍ଲାରୁ ୩୨୬ , ଝାରସୁଗୁଡ଼ା ଜିଲ୍ଲାରୁ ୮୭, ଢେଙ୍କାନାଳ ଜିଲ୍ଲାରୁ ୬୯, ନବରଙ୍ଗପୁର ଜିଲ୍ଲାରୁ ୩୩, କେନ୍ଦୁଝର ଜିଲ୍ଲାରୁ ୪୪, ସୁବର୍ଣ୍ଣପୁର ଜିଲ୍ଲାରୁ ୯୯, ଅନୁଗୁଳ ଜିଲ୍ଲାରୁ ୬୮, ବରଗଡ଼ ଜିଲ୍ଲାରୁ ୨୭୪, ନୂଆପଡ଼ା ଜିଲ୍ଲାରୁ ୯୮, ଦେବଗଡ଼ରୁ ୪ ଓ ବୌଦ୍ଧ ଜିଲ୍ଲାରୁ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।https://twitter.com/IPR_Odisha/status/1302122962296868864?s=20
22. Mayurbhanj: 326
23. Nawarangpur: 33
24. Nayagarh: 34
25. Nuapada: 98
26. Puri: 61
27. Rayagada: 67
28. Sambalpur: 83
29. Sonepur: 99
30. Sundargarh: 56New Recoveries: 2980
Cumulative Tested: 2048008
Positive: 120221
Recovered: 90331
Active Cases: 29299— I & PR Department, Odisha (@IPR_Odisha) September 5, 2020