ଭୁବନେଶ୍ୱର (ଏଯିଆର ବ୍ୟୁରୋ): ଦିନୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ସମସ୍ତଙ୍କ ପାଇର୍ ଚିନ୍ତାର ବିଷୟ ପାଲଟିଛି । ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ଦିନକୁ ଦିନ ବଢିବା ସହ ରେକର୍ଡ ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଆଜି ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 9th September
New Positives Cases: 3991
In quarantine: 2315
Local contacts: 1676(Details of local contacts will be shared by concerned Dist Administration)
District Wise Cases
1. Angul: 114
2. Balasore: 74
3. Bargarh: 169
4. Bhadrak: 82
5. Balangir: 180— I & PR Department, Odisha (@IPR_Odisha) September 10, 2020
ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୩୧୫ଜଣ କ୍ୱାରେଣ୍ଟାଇନ ସେଣ୍ଟର ର ହୋଇଥିବା ବେଳେ ୧୬୭୬ଟି ଲୋକାଲ କେସ ରହିଛି ।
6. Boudh: 41
7. Cuttack: 392
8. Deogarh: 18
9. Dhenkanal: 101
10. Gajapati: 18
11. Ganjam: 95
12. Jagatsinghpur: 109
13. Jajpur: 148
14. Jharsuguda: 49
15. Kalahandi: 74
16. Kandhamal: 57
17. Kendrapada: 147
18. Keonjhar: 81
19. Khurda: 687
20. Koraput: 127
21. Malkangiri: 19— I & PR Department, Odisha (@IPR_Odisha) September 10, 2020
ଏବେ କିନ୍ତୁ ରାଜ୍ୟ ପାଇଁ ଚିନ୍ତାର ଜିଲ୍ଲା ପାଲଟିଛି ଖୋର୍ଦ୍ଧା । କାରଣ ଏବେ ପ୍ରତିଦିନ ଆକ୍ରାନ୍ତଙ୍କ ରେକର୍ଡ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ମଧ୍ୟ ୬୮୭ଜଣ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ପରେ କଟକରୁ ୩୯୨ଜଣ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୩୩୨, ବଲାଙ୍ଗିରରୁ ୧୮୦, ବରଗଡରୁ ୧୬୯, କେନ୍ଦ୍ରାପଡାରୁ ୧୪୭ ଓ କୋରାପୁଟରୁ ୧୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 160
23. Nawarangpur: 125
24. Nayagarh: 48
25. Nuapada: 96
26. Puri: 332
27. Rayagada: 58
28. Sambalpur: 104
29. Sonepur: 74
30. Sundargarh: 98
31. State Pool: 114New Recovery: 3110
Cumulative Tested: 2273597
Positive: 139121
Recovered: 105295
Active Case: 33182— I & PR Department, Odisha (@IPR_Odisha) September 10, 2020