ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାୟତଃ କୁଆଁରୀ ଝିଅମାନେ କୁଆଁର ପୁଅମାନଙ୍କୁ ପସନ୍ଦ କରିଥାନ୍ତି । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ ଯେ କୁଆଁରୀ ଝିଅମାନେ ବିବାହିତା ପୁରୁଷ ମାନଙ୍କ ପଛରେ ପଡିଥାନ୍ତି । ଆପଣମାନେ ଜାଣିଛନ୍ତି କି,ଏହାର କାରଣ କ’ଣ ହୋଇଥାଇ ପାରେ? ତେବେ ଆସନ୍ତୁ ଜାଣିବା..
– ଝିଅମାନେ ସବୁବେଳେ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ରହିଥାନ୍ତି, ଏହାର ମୁଖ୍ୟ କାରଣ ହେଉଛି ଟଙ୍କା । ସେଥିପାଇଁ ସେମାନେ ବିବାହିତା ପୁରୁଷଙ୍କ ପଛରେ ପଡିଥାନ୍ତି । ସେମାନେ ସବୁବେଳେ ଚାହାଁନ୍ତି ଏମିତି ଗୋଟେ ପୁଅ ମିଳୁ, ଯାହାର ପ୍ରଥମରୁ ଫାଇନାନ୍ସିଆଲ ମଜବୁତ ଥିବ ।
– ବିବାହିତ ପୁରୁଷମାନେ ତାଙ୍କ ଜୀବନସାଥୀଙ୍କ ପ୍ରତି ଖୁବ୍ ଯତ୍ନଶୀଳ ରହିଥାନ୍ତି । ଏବଂ କଥା କହିବା ପୂର୍ବରୁ ଜୀବନସାଥୀଙ୍କ ମନ କଥା ଜାଣିନିଅନ୍ତି । ତାଙ୍କର ଏହି ଗୁଣ ପାଇଁ କୁଆଁରି ଝିଅମାନେ ସେମାନଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି ।
– ଝିଅମାନଙ୍କୁ ଇଂପ୍ରେସ କରିବାରେ ମାହିର ଥାନ୍ତି ବିବାହିତା ପୁରୁଷ । ସେମାନଙ୍କୁ ଖୁବ୍ ଭଲ ଭାବରେ ଜଣା ଥାଏ ଯେ ଝିଅମାନଙ୍କୁ କିଭଳି ଇଂପ୍ରେସ କରିବେ ।