ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ସର୍ବାଧିକ ଚାରି ହଜାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୧୯୮କୁ ଛୁଇଛି ।
Covid-19 Report For 13th September
New Positives Cases: 4198
In quarantine: 2476
Local contacts: 1722(Details of local contacts will be shared by concerned Dist Administration)
District Wise Cases
1. Angul: 108
2. Balasore: 130
3. Bargarh: 95
4. Bhadrak: 53
5. Balangir: 197— I & PR Department, Odisha (@IPR_Odisha) September 14, 2020
6. Boudh: 19
7. Cuttack: 367
8. Deogarh: 34
9. Dhenkanal: 80
10. Gajapati: 14
11. Ganjam: 44
12. Jagatsinghpur: 97
13. Jajpur: 156
14. Jharsuguda: 95
15. Kalahandi: 93
16. Kandhamal: 78
17. Kendrapada: 143
18. Keonjhar: 63
19. Khurda: 758
20. Koraput: 99
21. Malkangiri: 22— I & PR Department, Odisha (@IPR_Odisha) September 14, 2020
ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯାହାଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୮ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୪୬୭ଜଣ କ୍ୱାରେଣ୍ଟାଇନ ସେଣ୍ଟର ହୋଇଥିବା ବେଳେ ୧୭୨୨ଟି ଲୋକାଲ କେସ ରହିଛି । ସେପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖୋର୍ଦ୍ଧା ଜିଲ୍ଲାରେ ସଂଙ୍ଗୀନ ସ୍ଥିତିରେ ପହଞ୍ଚିଛି । ଆଜି ପୁଣି ସର୍ବାଧିକ ୭୫୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 133
23. Nawrangpur: 98
24. Nayagarh: 43
25. Nuapada: 116
26. Puri: 310
27. Rayagada: 136
28. Sambalpur: 130
29. Sonepur: 74
30. Sundargarh: 195
31. State Pool: 218New Recovery: 3363
Cumulative Tested: 2472517
Positive: 155005
Recovered: 118642
Active Case: 35673— I & PR Department, Odisha (@IPR_Odisha) September 14, 2020