ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ପ୍ରକୋପ । ବଢିଚାଲିଛି ପଛେ ଥମିବାର ନାଁ ଧରୁନି । ଏବେ ପୁଣି ଆଉ ୪୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୮୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୭୫୨ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 22nd September
New Positive Cases: 4237
In quarantine: 2485
Local contacts: 1752(Details of local contacts will be shared by concerned Dist Administration)
District Wise Cases
1. Angul: 110
2. Balasore: 161
3. Bargarh: 121
4. Bhadrak: 136
5. Balangir: 67— I & PR Department, Odisha (@IPR_Odisha) September 23, 2020
22. Mayurbhanj: 139
23. Nawrangpur: 70
24. Nayagarh: 50
25. Nuapada: 115
26. Puri: 219
27. Rayagada: 51
28. Sambalpur: 111
29. Sonepur: 131
30. Sundargarh: 101
31. State Pool: 169New Recovery: 3834
Cumulative Tested: 2905731
Positive: 192548
Recovered: 153213
Active Case: 38546— I & PR Department, Odisha (@IPR_Odisha) September 23, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୩୮୩୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୨୫୪୮ କୁ ବୃଦ୍ଧି ପାଇଥିବା ବେଳେ ୧୫୩୨୧୩ ଜଣ ସୁସ୍ଥ ହୋଇସାରିଲେଣି ଏବଂ ୩୮୧୫୮୫୪୬ ଜଣ ଚିକିତ୍ସିତ ହେଉଛନ୍ତି ।