ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାଇକ୍ରୋସଫ୍ଟ ବିଶେଷ ରୂପେ Azure ସଂଚାଳିତ AI ପ୍ଲାଟଫର୍ମର ବିସ୍ତାର କରିବା ପାଇଁ OpenAI ର GPT-3 ମଡେଲକୁ ଲାଇସେନ୍ସ ଦେବ । OpenAI ର GPT-3 ମଡେଲ ଏକ ଅଟୋରେଗ୍ରେସିଭ ଲାଙ୍ଗୁଏଜ ମଡେଲ । ଯିଏ ମଣିଷ ଭଳି ଟେକ୍ସଟ କରିପାରେ । ନିକଟରେ ମାଇକ୍ରୋସଫ୍ଟ ବ୍ଲଗ ପୋଷ୍ଟରେ ହାଇଲାଇଟ କରାଯାଇଛି । OpenAI ର GPT-3 ମଡେଲ ସବୁଠାରୁ ବଡ ଏବଂ ଆଡଭାନ୍ସ ଭାଷା ମଡେଲ ଅଟେ । ଏହା ୧୭୫ ବିଲିଅନ ପାରାମିଟର୍ସକୁ ଉପଯୋଗ କରିଥାଏ ଏବଂ ଏଯୋର ର ଏଆଇ ସୁପର କମ୍ପ୍ୟୁଟର ଉପରେ ଟ୍ରେଣ୍ଡ ।
Azure ର ସୁପର କମ୍ପୁଟର ଦୁନିଆରେ ସବୁଠାରୁ ଶକ୍ତିଶାଳୀ ମଧ୍ୟରୁ ଅନ୍ୟତମ ଏବଂ ଏହାର ଉପଯୋଗ OpenAI ର ବଡ ଏଆଇ ମଡେଲକୁ ଟ୍ରେଣ୍ଡ କରିବା ପାଇଁ କରାଯାଇଥାଏ । ମାଇକ୍ରୋସଫ୍ଟର ଲକ୍ଷ୍ୟ ରହିଛି ଜିପିଟି-୩ ର ଲାଭ ଉଠାଇ ନୂତନ ପ୍ରଡକ୍ଟସ, ସର୍ଭିସ ଏବଂ ଏକ୍ସପିରିୟନ୍ସକୁ କୁ ଏଆଇ ଦ୍ୱାରା ସଂଚାଳିତ କରିବା । ମାଇକ୍ରୋସଫ୍ଟ ଜିପିଟି-୩ ମଡେଲକୁ କର୍ମଶିଆଲ ଏବଂ କ୍ରିଏଟିଭ ସେକ୍ଟର୍ସକୁ ଖୁବ ପ୍ରଭାବିତ କରିଥାଏ ।