ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି କରୋନା ପ୍ରକୋପ । ଲଗାତର କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ହଜାର ଟପୁଥବା ବେଳେ ଏବେ ଟିକେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ସେହିଅନୁଯାୟୀ ରାଜ୍ୟରେ ଏବେ ପୁଣି ଆଉ ୩୬୦୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୦୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୪୯୧ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 1st October
New Positive Cases: 3600
In quarantine: 2109
Local contacts: 1491(Details of local contacts will be shared by concerned District Administration)
District Wise Cases
1. Angul: 100
2. Balasore: 107
3. Bargarh: 106
4. Bhadrak: 82
5. Balangir: 99— I & PR Department, Odisha (@IPR_Odisha) October 2, 2020
22. Mayurbhanj: 156
23. Nawrangpur: 116
24. Nayagarh: 74
25. Nuapada: 84
26. Puri: 115
27. Rayagada: 32
28. Sambalpur: 126
29. Sonepur: 129
30. Sundargarh: 89
31. State Pool: 158New Recovery: 4380
Cumulative Tested: 3348861
Positive: 226334
Recovered: 190080
Active Case: 35326— I & PR Department, Odisha (@IPR_Odisha) October 2, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୪୩୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୩୩୪ କୁ ବୃଦ୍ଧି ପାଇଥିବା ବେଳେ ୧୯୦୦୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୩୫୩୨୬ ଜଣ ଚିକିତ୍ସିତ ହେଉଛନ୍ତି ।