ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନୂତନ କରୋନା ମାମଲା ସାମ୍ନାକୁ ଆସୁଛି । ଲଗାତର କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ତିନି ହଜାର ତଳକୁ ଖସିଥିବା ବେଳେ ଗୋଟେଦିନ ପୁଣି ତିନି ହଜାର ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ରହିବା ପରେ ଏବେ ଦୁଇ ଦିନ ହେବ ପୁଣି ୩ ହଜାର ତଳକୁ ଖସିଛି । ସେହିଅନୁଯାୟୀ ରାଜ୍ୟରେ ଏବେ ପୁଣି ଆଉ ୨୮୫୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬୫୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୧୯୫ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 9th October
New Positives Cases: 2854
In quarantine: 1659
Local contacts: 1195(Details of local contacts will be shared by concerned District Administration)
District Wise Cases
1. Angul: 131
2. Balasore: 116
3. Bargarh: 95
4. Bhadrak: 66
5. Balangir: 97— I & PR Department, Odisha (@IPR_Odisha) October 10, 2020
22. Mayurbhanj: 127
23. Nawarangpur: 92
24. Nayagarh: 65
25. Nuapada: 83
26. Puri: 114
27. Rayagada: 29
28. Sambalpur: 105
29. Sonepur: 79
30. Sundargarh: 143
31. State Pool: 88New Recoveries: 3404
Cumulative Tested: 3710592
Positive: 249693
Recovered: 220388
Active Case: 28246— I & PR Department, Odisha (@IPR_Odisha) October 10, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୩୪୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୯୬୯୩ କୁ ବୃଦ୍ଧି ପାଇଥିବା ବେଳେ ୨୨୦୩୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୨୮୨୪୬ ଜଣ ଚିକିତ୍ସିତ ହେଉଛନ୍ତି ।