ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନୂତନ କରୋନା ମାମଲା ସାମ୍ନାକୁ ଆସୁଛି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ତଳକୁ ଖସିଛି । ଏଇ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ପାଖାପାଖି ରହୁଥିବା ବେଳେ ଆଜି ପୁଣି ୧୭୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିଅନୁଯାୟୀ ରାଜ୍ୟରେ ଏବେ ପୁଣି ଆଉ ୧୪୭୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୭୨୪ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 31st October
New Positives Cases: 1709
In quarantine: 985
Local contacts: 724(Details of local contacts will be shared by concerned District Administration)
District Wise Cases:
1. Angul: 79
2. Balasore: 61
3. Bargarh: 99
4. Bhadrak: 11
5. Balangir: 53— I & PR Department, Odisha (@IPR_Odisha) November 1, 2020
22. Mayurbhanj: 121
23. Nawarangpur: 26
24. Nayagarh: 29
25. Nuapada: 86
26. Puri: 58
27. Rayagada: 16
28. Sambalpur: 43
29. Sonepur: 7
30. Sundargarh: 107
31. State Pool: 35New Recoveries: 1911
Cumulative Tested: 4601860
Positive: 291825
Recovered: 275749
Active cases: 14692— I & PR Department, Odisha (@IPR_Odisha) November 1, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୧୯୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୮୨୫ କୁ ବୃଦ୍ଧି ପାଇଥିବା ବେଳେ ୨୭୫୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୧୪୬୯୨ ଜଣ ଚିକିତ୍ସିତ ହେଉଛନ୍ତି ।