ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆତଙ୍କ ରଚୁଛି କରୋନା । ରାଜ୍ୟରୁ ଗୋଟେ ପରେ ଗୋଟେ ଜୀବନ ନେଉଛି ଏହି କିଲର ଭାଇରସ କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଧୀରେ ଧୀରେ କମିବାରେ ଲାଗିଛି କିନ୍ତୁ ମୃତକଙ୍କ ସଂଖ୍ୟା କମିବାରେ ନାଁ ଧରୁନି । ଏବେ ରାଜ୍ୟରୁ ପୁଣି ଆଉ ୧୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୬୪ କୁ ବୃଦ୍ଧି ପାଇଛି । ଯାହାଫଳରେ ଏବେ ଚଉଦଶହ ଛୁଇଁବାକୁ ବସିଲାଣି କରୋନା ଜନିତ ମୃତ୍ୟୁ ସଂଖ୍ୟା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Regret to inform the demise of twelve #COVID19 positive patients while under treatment in hospitals.
1.A 65-year-old female of Malkangiri district who was also suffering from Hypertension.— H & FW Dept Odisha (@HFWOdisha) November 4, 2020
2.A 40-year-old female of Malkangiri district who was also suffering from Chronic Liver Disease.
3.A 60-year-old male of Malkangiri district who was also suffering from Diabetes Mellitus and Hypertension.— H & FW Dept Odisha (@HFWOdisha) November 4, 2020
7.A 62-year-old male of Keonjhar district who was also suffering from Diabetes Mellitus.
8.A 78-year-old male of Bhubaneswar who was also suffering from Diabetes Mellitus and Hypertension.— H & FW Dept Odisha (@HFWOdisha) November 4, 2020
9.A 74-year-old female of Rayagada district who was also suffering from Diabetes Mellitus & Hypertension.
10.A 38-year-old male of Mayurbhanj district.
11.A 65-year-old male of Mayurbhanj district.
12.A 60-year-old male of Mayurbhanj district.— H & FW Dept Odisha (@HFWOdisha) November 4, 2020