ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପୁରୀକୁ ସ୍ୱଚ୍ଛତା ସହର କରିବା ପାଇଁ ପ୍ରଶାସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ସ୍ୱଚ୍ଛତା ସମ୍ବନ୍ଧୀୟ ସଚେତନା ଧର୍ମୀ ଅଭିଯାନ “ମୋ ଧାମ ମୋ ଗର୍ବ” ର ସମୁଦ୍ର ବେଳାଭୂମି ରେ ଆଜି ଉଦଘାଟନ କରାଯାଇଛି ।ଦୀର୍ଘ ୭ ଦିନ ଧରି ଏହି ସଫେଇ କାମ ଆରମ୍ଭ ହୋଇଥିବା ବେଳେ ୩୫ ଟନ ଅଳିଆ ସଂଗ୍ରହୂ କରି ଫଳପ୍ରଦ ହୋଇଛି । ସମାଜର ସମସ୍ତ ବର୍ଗର ଲୋକ ତଥା ପୂରୀବାସୀଙ୍କ ଏବଂ ଳିଲ୍ଲା ପ୍ରଶାସନଙ୍କ ସହଯୋଗରେ ଏହିୁ କାର୍ଯ୍ୟକ୍ରମ ସଫଳ ହୋଇପାରିଛି । ସାଧାରଣ ଲୋକଙ୍କ ମଧ୍ୟରେ ଏହି ଅଭିଯାନ ସ୍ୱଚ୍ଛତା ଓ ସଚେତନ ସୃଷ୍ଟି କରିବ ବୋଲି ଆଶା କରାଯାଇଛି ।ଏବଂ ଏହି ଅଭିଯାନ ରେ ଅଧିକାଂଶ ସହରବାସୀ ଯୋଗ ଦେଇଥିଲେ । ସରକାରଙ୍କ ଏହି ନୂତନ ଚେଷ୍ଟାକୁ ଧନ୍ୟବାନ ଦେବା ସହ ପୁରୀ ସହରକୁ କିପରି ଶ୍ରେଷ୍ଠ ସହର ରୁପେ ପରିଗଣିତ କରାଯିବ ଏହା ସମସ୍ତଙ୍କ ର ଲକ୍ଷ୍ୟ ରହିଛି । ଐତିହାସିକ ନଗର ଓ ସାମୁହିକ ବିକାଶ ପାଇଁ ଏହା ଏକ ଅନ୍ୟତମ ପ୍ରୟାସ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024