ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଦିଲ୍ଲୀ ଏନସିଆର ବାୟୁପ୍ରଦୂଷଣ ର ମାତ୍ରା କମିବାରେ ନାଁ ଧରୁନି ।ଦିନକୁ ଦିନ ବିଗିଡ଼ି ବାରେ ଲାଗିଛି ଏହାର ପ୍ରଦୂଷଣ ।ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ପ୍ରଦୂଷଣ କୁ ରୋକିବା ପାଇଁ ଅନେକ କାର୍ଯ୍ୟନୁଷ୍ଠାନ ନିଆଯାଉଥିଲେ ମଧ୍ୟ ବାୟୁପ୍ରଦୂଷଣରେ ଏ ନେଇ କୈାଣସି ସୁଧରେ ଆସୁ ନାହିଁ ।ତେଣୁ ମଙ୍ଗଳବାର ଦିନ ଦିଲ୍ଲୀ ସହର ସବୁଠାରୁ ଅଧିକ ବାୟୁପ୍ରଦୂଷଣ ହୋଇଥିଲା ବୋଲି ଜଣାପଡ଼ିଛି । ରାଜଧାନୀ ରେ ଅନେକ ଅଞ୍ଚଳ ରେ ବାୟୁ ର ମାତ୍ରା ଖରାପ ହୋଇଥିବାରେ ରେକର୍ଡ଼ ରୁ ଜଣାପଡ଼ିଛି । ଦିଲ୍ଲୀ ରେ ଅଧିକାଂଶ ଅଞ୍ଚଳରେ ବାୟୁ ପ୍ରଦୂଷଣ ର ମାତ୍ରା ୩୫୦ ରୁ ଅଧିକ ରହିଥିବାର ଅନୁମାନ କରାଯାଇଛିୁ ।ଆନନ୍ଦ ବିହାରରେ ୪୦୨ ନଜାଫଗଡ଼ାରରେ ୪୧୪ ଏବଂ ମାଣ୍ଡିର ମାର୍ଗ ରେ ୩୬୪ ଓ ଅଶୋକ ବିହାରରେ ୩୯୭ ସର୍ବାଧିକ ରେକର୍ଡ଼ କରାଯାଇଛି । ବାୟୁ ମଣ୍ଡଳ ଅଧିକ ପରିମାଣରେ ପ୍ରଦୂଷଣ ଥିବାରୁ ଦିନ ବେଲା କୁହୁଡ଼ି ଦେଖାନେଇଥିଲା । ଏନସିଆର
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024