ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ତଳମୁହଁ ହୋଇଛି କରୋନା ମିଟର । ପୂର୍ବାପେକ୍ଷା ଏବେ ଆକ୍ରନ୍ତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ସେହିଅନୁଯାୟୀ ରାଜ୍ୟରେ ପୁଣି ଆଉ ୧୦୧୮ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୮୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୪୩୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଏବଂ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେଜଣ ରହିଛନ୍ତି ସେଥିପାଇଁ ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ଟ୍ୱିଟ ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 12th November
New Positive Cases : 1018
In quarantine: 585
Local contacts: 433(Details of local contacts will be shared by concerned District Administration)
District Wise Cases:
1. Angul: 65
2. Balasore: 24
3. Bargarh: 27
4. Bhadrak: 9
5. Balangir: 67— I & PR Department, Odisha (@IPR_Odisha) November 13, 2020
22. Mayurbhanj: 86
23. Nawarangpur: 17
24. Nayagarh: 10
25. Nuapada: 41
26. Puri: 38
27. Sambalpur: 46
28. Sonepur: 8
29. Sundargarh: 94
30. State Pool: 17New Recoveries: 1264
Cumulative Tested: 5171184
Positive: 307004
Recovered: 293741
Active Cases: 11715— I & PR Department, Odisha (@IPR_Odisha) November 13, 2020
ଅନ୍ୟପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେହିଅନୁଯାୟୀ ପୁଣି ଆଉ ୧୨୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏବେ ରାଜ୍ୟରେ ମୋଟ କରାନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୭୦୦୪ ହୋଇଥିବା ବେଳେ ୨୯୩୭୪୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ଏବଂ ୧୧୭୧୫ ଟି ସକ୍ରିୟ ମାମଲା ରହିଛି ।